ପୁରୀ: ଆସିଛି ନୂଆବର୍ଷ ୨୦୨୧ । ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା । ପୁରୀ ବେଳାଭୂମିରେ ସୁନ୍ଦର ଓ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ଏହାସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।
ଏହି ବାଲୁକା କଳା ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏଥିରେ ବ୍ୟବହାର ହୋଇଛି ୫ଟନ୍ ବାଲି । ବାଲୁକା କଳାରେ ମାଧ୍ୟମେ ମାନସ ବାର୍ତ୍ତା ଦେଇଛନ୍ତି ଯେ, ନୂଆବର୍ଷରେ ସବୁ କଷ୍ଟ ଦୂର ହେବ ଓ ଆମେ ପୁଣି ଥରେ ହସିବା ।
BREAKING NEWS
- ତିଳକ ସମାରୋହରୁ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା, ୬ ମୃତ
- Delhi’s AQI: ଦୀପାବଳି ପୂର୍ବରୁ ବେହାଲ ରାଜଧାନୀ ଆକାଶ! ୩୧୦ ଛୁଇଁଲା ଦିଲ୍ଲୀର AQI, ବିଷାକ୍ତ ଧୂଆଁରେ ଅଣନିଃଶ୍ୱାସ ଜନଜୀବନ…
- ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
- Cyclone Murasu: ସୁ ସୁ ଗର୍ଜନ କରି ମାଡି ଆସୁଛି ‘ମୁରାସୁ’, ଓଡିଶାରେ ଆରମ୍ଭ ହୋଇଗଲାଣି ବର୍ଷା! ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ…
- କାର୍ତ୍ତିକ ମାସର ପ୍ରଥମ ସୋମବାର, ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି…
- IND vs NZ: ୱାନଡେ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍କା, ଦୁଇ ମୁଖ୍ୟ ଖେଳାଳି ଆହତ ହୋଇ ବାହାରେ
- ବାତ୍ୟା ମୁରାସୁ ପ୍ରଭାବ; ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷିବ
- ୬୧ ବର୍ଷରେ ଶାହରୁଖ ଖାନ, ଫ୍ୟାନ୍ସଙ୍କୁ ଦେଲେ ଏହି ଗିଫ୍ଟ…
- ଆମେରିକାର ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା: ଘରୋଇ ଜେଟ୍ କ୍ରାସ୍, ପାଇଲଟଙ୍କ ସହ ୯ ମୃତ
- ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’
Comments are closed.