Latest Odisha News

BREAKING NEWS

Browsing Tag

Manu Bhaker

ଆନ୍ତର୍ଜାତୀୟ ସୁଟର ମନୁ ଭାକରଙ୍କ ମାମୁଁ – ଆଈଙ୍କ ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ:ଭାରତର ଷ୍ଟାର ସୁଟର ମନୁ ଭାକର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କଠାରୁ ଖେଳ ରତ୍ନ ପୁରସ୍କାର ପାଇଥିଲେ। ଏବେ ତାଙ୍କ ଘରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ରବିବାର ସକାଳେ ଦାଦରୀ ଠାରେ ଏକ ସଡକ ଦୁର୍ଘଟଣାରେ ମନୁ ଭକରଙ୍କ ମାମୁଁ ଯୁଦ୍ଧବୀର ସିଂ ଏବଂ ଆଈ ସାବିତ୍ରୀ ଦେବୀଙ୍କର…

ମନୁ ଭାକର ଏବଂ ଡି ଗୁକେଶଙ୍କ ସମେତ ୪ ଜଣଙ୍କୁ ଖେଳ ରତ୍ନ ଆୱାର୍ଡ

ନୂଆଦିଲ୍ଲୀ: ଭାରତ ସରକାର ଚଳିତ ଥର ଖେଳ ରତ୍ନ ପୁରସ୍କାର ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶୁଟିଂ ଚାମ୍ପିୟନ ମନୁ ଭାକର ଏବଂ ଚେସ ଚମ୍ପିୟନ ଡି.ଗୁକେଶ। ତେବେ ଏଥିସହିତ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମଧ୍ଯ ଚୟନ କରାଯାଇଛି। ଗତ ବର୍ଷ…

ନୀରଜଙ୍କୁ ଭେଟିଲେ ମନୁ ଭାକରଙ୍କ ମା’; ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦେଶ ପାଇଁ ଦୁଇଟି ପଦକ ଆଣି ଇତିହାସ ସୃଷ୍ଟି କରିଥିବା ମନୁ ଭାକରଙ୍କ ମାତା ଏବଂ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି। ଏହି…

ମନୁ ଭାକର: ଟୋକିଓ ନିରାଶାରୁ ପୋଡିୟମ ଫିନିସ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲି ଐତିହାସିକ ସଫଳତା ହାସଲ କରିଛନ୍ତି ମନୁ ଭାକର । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ମନୁଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସଫଳତା। ମନୁଙ୍କ ବ୍ରୋଞ୍ଜ ହେଉଛି ଦୀର୍ଘ ୧୨ ବର୍ଷ ପରେ ଅଲିମ୍ପିକ୍ସ ସୁଟିଂରେ ଭାରତର…

ଅଲିମ୍ପିକ୍ସ ସୁଟିଂରେ ଖରାପ ପ୍ରଦର୍ଶନ: ପୁଣି ନିରାଶ କଲେ ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି

ଟୋକିଓ: ଅଲିମ୍ପିକ୍ସ ସୁଟିଂରେ ଭାରତର ପଦକ ଆଶା ପୁଣି ଥରେ ଧୂଳିସାତ ହୋଇଛି । ନିରାଶ କରିଛନ୍ତି ସୁଟର ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି । ପାଞ୍ଚ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଯୋଡି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟର ମେଡାଲ୍ ମ୍ୟାଚ୍ ରାଉଣ୍ଡକୁ ଯାଇ ପାରି ନାହାନ୍ତି ।…