Latest Odisha News

BREAKING NEWS

Browsing Tag

mask

ଓଡିଶା ଲକ୍‌-ଡାଉନ୍‌; ବସ୍ତିରେ ବୁଲିଲେ ଗାନ୍ଧୀ ବେଶରେ, ବାଣ୍ଟିଲେ ମାସ୍କ ଓ ସାନିଟାଇଜର !

ଭୁବନେଶ୍ୱର: ସାରା ଦେଶରେ ଆତଙ୍କ ଖେଳାଇଛି କରୋନାଭାଇରସ୍ । ଦେଶବାସୀ କୋକୁଆ ଭୟରେ ଥିବାବେଳେ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କ ବେଶରେ ବୁଲିବୁଲି ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ । Odisha: A man dressed as Mahatma Gandhi walked around in slum areas…

ମାସ୍କ ପିନ୍ଧି କରୋନା ସଂକ୍ରମଣଠୁଁ ସୁରକ୍ଷିତ ରୁହନ୍ତୁ; ଶିଳ୍ପୀ ସୁଦର୍ଶନଙ୍କ ଚମତ୍କାର ବାଲୁକାକଳା

ପୁରୀ: ମରଣାନ୍ତକ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଯୋଗୁଁ ଏବେ ସାରା ବିଶ୍ୱବାସୀ ଆତଙ୍କିତ । ଏହି ଅବସରରେ ଘରୁ ନବାହାରି ଘରେ ସୁରକ୍ଷିତ ରହିବା ଲାଗି ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି । Protect yourself & others. “Let's…

କୋଭିଡ-୧୯; ଜାଣନ୍ତୁ କେଉଁ ରାଜ୍ୟରେ ବଳଦ ଓ ମଇଁଷି ପିନ୍ଧୁଛନ୍ତି ମାସ୍କ ?

ମଧ୍ୟପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି କରୋନା ପ୍ରକୋପ । ଦେଶରେ ଜାରି ହୋଇଛି ୨୧ଦିନିଆ ଲକ୍‌-ଡାଉନ୍ । କରୋନାଠୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବା ସହ ଏକାନ୍ତବାସରେ ବି ରହୁଛନ୍ତି । ମଧ୍ୟପ୍ରଦେଶର ସିହୋର୍ ଜିଲ୍ଲାର ଚନ୍ଦେରୀ ଗାଁରେ କିଛି ନୂଆ…

ଏହି ନିଃସ୍ୱାର୍ଥପର ପରିବାର ତିଆରି କରୁଛନ୍ତି ନିଃଶୁଳ୍କ ମାସ୍କ !

ବାରିପଦା: ଲକ୍‌-ଡାଉନ୍ ପାଇଁ ବନ୍ଦ ରହିଛି ଦୋକାନ କବାଟ । ହେଲେ ବି କରୋନାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବାରିପଦା ତକତପୁରର ରାଜେନ୍ଦ୍ରଙ୍କ ପରିବାର । କରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ନିଃଶୁଳ୍କ ମାସ୍କ ନିର୍ମାଣ କରୁଛନ୍ତି ରାଜେନ୍ଦ୍ରଙ୍କ ପରିବାର । ଟେଲରିଂ ଦୋକାନ…