Latest Odisha News
Browsing Tag

Matric Exam

ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା ।ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପରୀକ୍ଷା…

ଆସନ୍ତାକାଲିଠୁ ମ୍ୟାଟ୍ରିକ ଖାତା ପୁନଃ ଯାଞ୍ଚ ଆବେଦନ

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୬) ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହେବ। ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ଆବେଦନର ସମସ୍ତ ନିୟମାବଳୀ ଉପଲବ୍ଧ…

କରୋନାକୁ ବଳିଗଲା ମାଟ୍ରିକ୍ ମାର୍କ ଚିନ୍ତା !

ମୟୂରଭଞ୍ଜ: ଦେଶ ତଥା ରାଜ୍ୟବ୍ୟାପି କରୋନାର କହର ଜାରି ରହିଥିଲାବଳେ ମାଟ୍ରିକ୍ ପରୀକ୍ଷାରେ କମ୍ ମାର୍କ ରଖି ଆତ୍ମହତ୍ୟା କରିଛନ୍ତି ଜଣେ ୧୫ ବର୍ଷୀୟ ଛାତ୍ରୀ । ମାଟ୍ରିକ୍ ପରୀକ୍ଷାରେ ଆଶାନୁରୂପ ମାର୍କ ନ ରହିବାରୁ ଗୁରୁବାର ମୟୂରଭଞ୍ଜରେ ଜଣେ ଛାତ୍ରୀ ଜୀବନ ହାରିଛନ୍ତି । ଘରେ କେହି…

ଭାରତ ଲକ୍‌ଡାଉନ୍‌: ମେ ୩ ପରେ ମ୍ୟାଟ୍ରିକ୍ ଖାତା ମୂଲ୍ୟାଙ୍କନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ଆସନ୍ତା ମେ ୩ ତାରିଖରେ ହଟିବ ଲକ୍‌ଡାଉନ୍ । ମେ ୩ ତାରିଖ ଲକ୍‌ଡାଉନ ହଟିଯିବା ପରେ ହିଁ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ହେବାନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । “ଏପ୍ରିଲ୍ ୧୪ ପରେ ଖାତା…

ଆସନ୍ତା ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ୨୦୨୦ ମସିହା ଫେବ୍ରୁଆରୀ ମାସ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡିଛି। ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ମଧ୍ୟରେ ସମାପ୍ତ ହେବ । ପରୀକ୍ଷା ସମୟ ସକାଳ ୧୦ଟାରୁ…

ମ୍ୟାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱରର ବସ୍ତା ବ୍ଲକସ୍ଥିତ ପୁଣ୍ଡରୁଙ୍ଗି ଗ୍ରାମରେ ଜଣେ ଛାତ୍ର ମାଟ୍ରିକ୍ ପରୀକ୍ଷାରେ ବିଫଳ ହେବା ଫଳରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ନାମ ଶଙ୍କର୍ଷଣ ସେଠୀ ଏବଂ ସେ ସଦର ବ୍ଲକ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲରେ ପାଠ ପଢ଼ୁଥିବା…