Latest Odisha News
Browsing Tag

Medicines

ଭାରତୀୟ ସିରପ ଖାଇ ଉଜବେକିସ୍ତାନରେ ୧୮ ଛୁଆଙ୍କ ମୃତ୍ୟୁ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଔଷଧ ଖାଇ ବିଦେଶରେ ମରୁଛନ୍ତି ଛୁଆ । ଗାମ୍ବିଆ ପରେ ଉଜବେକିସ୍ତାନ୍ ଆଣିଲା ସାଂଘାତିକ ଅଭିଯୋଗ । ଭାରତରେ ପ୍ରସ୍ତୁତ ସିରପ ଖାଇ ୬୬ ଛୁଆଙ୍କ ମୃତ୍ୟୁ ହୋଇଥିବା ଗତ ଅକ୍ଟୋବରରେ ଅଭିଯୋଗ ଆଣିଥିଲା ଗାମ୍ବିଆ । ଏବେ ଭାରତୀୟ କମ୍ପାନୀ ମାରିଅନ୍ ବାୟୋଟେକ୍ ବିରୋଧରେ…

୧୬ ଭାରତୀୟ ଔଷଧ କମ୍ପାନୀ ଉପରେ କାହିଁକି ପ୍ରତିବନ୍ଧକ ଲଗାଇଲା ନେପାଳ ?

ନୂଆଦିଲ୍ଲୀ: ଭାରତର ୧୬ଟି ଔଷଧ କମ୍ପାନୀ ଉପରେ ପଡ଼ୋଶୀ ନେପାଳ ପ୍ରତିବନ୍ଧକ ଲଗାଇଛି । କଟକଣା ଯୋଗୁ ୧୬ଟି କମ୍ପାନୀ ନେପାଳକୁ ଔଷଧ ରପ୍ତାନୀ କରି ପାରିବେ ନାହିଁ । ଭାରତୀୟ କଫ୍ ସିରପ ପାଇଁ ଆଫ୍ରିକାରେ ଶିଶୁ ମୃତ୍ୟୁ ପରେ ଡବ୍ଲୁଏଚଓ ଚେତାବନୀ ଜାରି କରିଥିଲା । ଡବ୍ଲୁଏଚଓର ଆଲର୍ଟ ପରେ ନେପାଳ…

ଭିଡିଓ କନଫରେନ୍ସିଂ ଜରିଆରେ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି । ମହାମାରୀ କରୋନାକୁ ନେଇ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏକାଧିକ ରାଜ୍ୟ ଓ ମହାନଗର ଗୁଡ଼ିକରେ ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି । ରାଜ୍ୟରେ…