Latest Odisha News
Browsing Tag

Mehbooba Mufti

ଇଡି ଆଗରେ ହାଜର ହେଲେ ମେହବୁବା ମୁଫତି

ଶ୍ରୀନଗର: ଅର୍ଥ ହେରଫେର ମାମଲାରେ ପିଡିପି ସଭାପତି ମେହବୁବା ମୁଫତି ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ଏହି ମାମଲାରେ ପଚରାଉଚୁରାର ସମ୍ମୁଖୀନ ହେବା ପାଇଁ ମୁଫତି ସକାଳ ୧୧ ଟାରେ ରାଜବାଗରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ।…

ଦେଶଦ୍ରୋହ ମାମଲାରେ ମେହବୁବା ମୁଫ୍‌ତିଙ୍କୁ ଅଦାଲତ ନୋଟିସ୍‌

ଜୈନପୁର: ପିଡିପି ନେତା ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଅଦାଲତ ନୋଟିସ୍‌ । ରାଜଦ୍ରୋହ ବା ତ୍ରିରଙ୍ଗାକୁ ନେଇ ମର୍ଯ୍ୟଦାହୀନ ଟିପ୍ପଣୀ ଦେବା ଅଭିଯୋଗରେ ଦାଖଲ ହୋଇଥିବା ଯାଚିକା ଉପରେ କୋର୍ଟ ଶୁଣାଣି କରିଛନ୍ତି ।  ଏନେଇ ଜୈନପୁରର ଜିଲ୍ଲା ଜର୍ଜ ମଦନ…

୩୭୦ ବାହାନା କରି କେନ୍ଦ୍ର ସରକାର କାଶ୍ମୀରର ମୁସଲମାନମାନଙ୍କ ଜମି ଦଖଲ କରିବାକୁ ଚାହୁଁଛନ୍ତି; ମେହବୁବା ମୁଫତି

ନୂଆଦିଲ୍ଲୀ: ପିଡିପି ସଭାପତି ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଜାମ୍ମୁ କାଶ୍ମୀରରେ ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଜାମ୍ମୁ କାଶ୍ମୀରରେ ଏହି ଜମିକୁ ପୁଞ୍ଜିପତି ସମର୍ଥକଙ୍କ ନିକଟରେ ବିକ୍ରି କରୁଛନ୍ତି। ମେହବୁବା ମୁଫତି ସ୍ପଷ୍ଟ ଭାବେ…

ଚାକିରି ନମିଳିଲେ ବନ୍ଧୁକ ଧରିବେ ଜମ୍ମୁ-କାଶ୍ମୀର ଯୁବପିଢି: ମେହବୁବା ମୁଫତି

ଶ୍ରୀନଗର: ଚାକିରି ନମିଳିଲେ ଯୁବପିଢି ବନ୍ଧୁକ ଧରିବେ ଭଳି ମନ୍ତବ୍ୟ ଦେଇଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ରାଜ୍ୟ ରାଜନୀତିରେ ନିଜର ଅସନ୍ତୋଷ ପରିପ୍ରକାଶ କରିବା ସହ ମେହବୁବା ମୁଫତି କହିଛନ୍ତି ଯେ ୩୭୦ ହଟାଇବା ପରେ ଜମ୍ମୁ କାଶ୍ମୀରର ଜମି ଓ ଚାକିରୀ…

ମେହବୁବାଙ୍କୁ ବିରୋଧ, ପିଡିପିରୁ ଇସ୍ତଫା ଦେଲେ ୩ ନେତା

ଜମ୍ମୁ: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାମ ଓ କଥାରେ ରହୁନି ତାଳମେଳ । ଏହାକୁ ବିରୋଧ କରି ଆଜି ଦଳରୁ ଇସ୍ତଫା ଦେଇଛନ୍ତି ୩ ଜଣ ବରିଷ୍ଠ ନେତା । ପିଡିପି ନେତା ଟିଏମ ବାଜୱା, ଭେଦ ମହାଜନ ଓ ହୁସେନ ଏ ୱାଫି ଆଜି ନିଜ ନିଜର ଇସ୍ତଫାପତ୍ର ପିଡିପି ମୁଖ୍ୟ ମେହବୁବାଙ୍କ ପାଖକୁ ପଠାଇ…