Latest Odisha News

BREAKING NEWS

Browsing Tag

Mexico

ମେକ୍ସିକୋର ନାଇଟ କ୍ଲବରେ ଗୁଳିକାଣ୍ଡ, ୮ ମୃତ

ବ୍ୟୁରୋ : ଉତ୍ତର ଆମେରିକାର ଉତ୍ତର ମେକ୍ସିକୋର ଜେରେଜ ସହରର ଏକ ନାଇଟୀ କ୍ଲବରେ ହୋଇଛି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡ ରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନାଇଟ୍ କ୍ଲବର କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତର ମେକ୍ସିକୋ…

[ଭିଡିଓ] ଆକାଶରୁ ମରି ଖସିଲେ ଶତାଧିକ ପକ୍ଷୀ, ମେକ୍ସିକୋରେ ଆତଙ୍କ

ଭୁବନେଶ୍ୱର: କ୍ୟାମେରରେ କଏଦ ହେଲା ତାଜୁବକର ଘଟଣା । ଆକାଶରୁ ମରି ଖସିଲେ ଶତାଧିକ ପକ୍ଷୀ । ମେକ୍ସିକୋର କ୍ୱାଓଟେମକ୍ ସହରରେ ଘଟିଥବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ହୋଇଥିବା ଭିଡିଓରେ ଅନେକ ପକ୍ଷୀ ଆକାଶରୁ ତଳକୁ ଖସିପଡିବାରେ…

ନାଳରୁ ବାହାରିଲା ବିରାଟକାୟ ମୂଷା; ଦେଖନ୍ତୁ ଭାଇରାଲ ଭିଡ଼ିଓ

ମେକ୍ସିକୋ : ମେକ୍ସିକୋ ନାଳରୁ ମିଳିଲା ଏକ ବିରାଟକାୟ ମୂଷା । ଯାହାର ଆକାର ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ମେକ୍ସିକୋ ସିଟି ରାସ୍ତାରେ ଏକ ବିରାଟ 'ମୂଷା' ଦେଖିବାକୁ ମିଳିଥିଲା। ​​ ମେକ୍ସିକୋ ସହରରରେ ଥିବା ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଫା କରୁଥିବା ଶ୍ରମିକମାନେ ସେଠାରେ ଏକ…