Latest Odisha News

BREAKING NEWS

Browsing Tag

MGNREGA

ପଶ୍ଚିମବଙ୍ଗରେ ୨୧ ଲକ୍ଷ ମନରେଗା କର୍ମଚାରୀ ପାଇବେ ପାରିଶ୍ରମିକ: ମମତା ବାନାର୍ଜୀ

କୋଲକାତା: ସବୁ ବେଳେ କେନ୍ଦ୍ର ସରକାରଙ୍କୁ କରିଆସୁଥିଲେ କଟାକ୍ଷ। ଏବେ କେନ୍ଦ୍ର ଯୋଜନାକୁ ନେଇ କରିଛନ୍ତି ବଡ଼ ଘୋଷଣା। ଆମେ କହୁଛୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା। ରାଜ୍ୟରେ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ସରକାର ଫେବୃଆରୀ ୨୧ ସୁଦ୍ଧା…

୫ ମାସ ତଳେ ମନରେଗା ଯୋଜନାରେ ଟଙ୍କା ଉଠିଛି, ଏବେ ମେସିନ୍ ଖୋଳୁଛି ପୋଖରି !

ନୂଆପଡ଼ା: କାଗଜ କହୁଛି କାମ ହୋଇଛି ୫ ମାସ ତଳୁ । କିନ୍ତୁ ଏବେ ମେସିନ୍ ଲଗାଇ ଖୋଳା ଚାଲିଛି ପୋଖରି । ତରବରିଆ ଭାବେ ଦୋଷ ଘୋଡ଼ାଇବାକୁ ଚାଲିଛି ତାଳିପକା ଉଦ୍ୟମ । ଅନିୟମିତତାର ଏ ଅଭିଯୋଗ ଆସିଛି ନୂଆପଡ଼ାରୁ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ହେଉଥିବା ଫାର୍ମ ଫଣ୍ଡ କାମ…

ମନରେଗା ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା

ଭୁବନେଶ୍ବର : ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ତିନି ମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ…

MGNREGA ଅଧୀନରେ ନିଯୁକ୍ତି ଯୋଗାଇବାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଛତିଶଗଡ

ରାୟପୁର: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MGNREGA) ଅଧୀନରେ ନିଯୁକ୍ତି ଯୋଗାଇବାରେ ଛତିଶଗଡ ପୁନର୍ବାର ଦେଶର ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଉଭା ହୋଇଛି। ଏକ ନୂତନ ରେକର୍ଡ ସ୍ଥାପନ କରି, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ମଧ୍ୟରେ ରାଜ୍ୟ…

କରୋନା ବିପତ୍ତି ସମୟରେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର ଭୂମିକା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ମହାମାରୀ ଓ ତଦ୍‌ଜନିତ ସୁଦୀର୍ଘ ଲକ୍ ଡାଉନ୍ ଯୋଗୁ ଦେଶରେ ବେକାରୀ ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରମିକ, ଛୋଟ ବେପାରୀ, ମୂଲ ମଜୁରୀ ଲାଗି ଚଳୁଥିବା…