Latest Odisha News

BREAKING NEWS

Browsing Tag

MHA New Guidelines

ଡିସେମ୍ବର ଗାଇଡଲାଇନ୍: ନାଇଟ୍ କର୍ଫ୍ୟୁ ପାଇଁ ରାଜ୍ୟକୁ କ୍ଷମତା, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ

ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଜାରି ହେଲା ଗାଇଡଲାଇନ୍ । ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିଛି । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଓ ଥିଏଟର ଖୋଲିପାରିବ । ଖେଳାଳିମାନଙ୍କ ଟ୍ରେନିଂ ପାଇଁ ସୁଇମିଂ ପୁଲି ଖୋଲିବାକୁ ଅନୁମତି ଦିଆଯାଇଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ…

ଆସନ୍ତା ୭ରୁ ଗଡିବ ମେଟ୍ରୋ ଟ୍ରେନ୍, ଜାରି ହେଲା ଏସ୍ଓପି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ଅନ୍ଲକ-୪ । ଫଳରେ ଅନେକ ସ୍ଥାନରେ ବନ୍ଦ ପଡିଥିବା ତାଲା ଖୋଲିଛି । ବସ୍ ଚଳାଚଳ ଓ ଟ୍ରେନ୍ ସେବାକୁ ମଧ୍ୟ ସରକର ଅନୁମତି ଦେଇଛନ୍ତି । ଏହି କ୍ରମରେ ଆସନ୍ତା ୭ ତାରିଖରୁ ପୁଣି ମେଟ୍ରୋ ଟ୍ରେନ୍ ଗଡିବ । ପର୍ଯ୍ୟାୟକ୍ରମେ ମେଟ୍ରୋ…

ବିଦେଶ ଫେରନ୍ତା ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଣିକି ବିଦେଶରୁ ଫେରିଲେ ବିମାନଯାତ୍ରୀ ୭ ଦିନ ପେଡ୍ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ପରେ ଆଉ ୭ ଦିନ ହୋମ୍ ଆଇସୋଲେସନପେ ରହିବେ । ଅଗଷ୍ଟ ୮ ତାରିଖରୁ ଲାଗୁ ହବେ ନୂଆ…