Latest Odisha News

BREAKING NEWS

Browsing Tag

moon mission

ଚନ୍ଦ୍ରକୁ ଯିବ ମହିନ୍ଦ୍ରା ଥାର୍: ଆନନ୍ଦ ମହିନ୍ଦ୍ରା କହିଲେ ଏମିତି

ନୁଆଦିଲ୍ଲୀ: ନିକଟରେ ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ କ୍ଲିପ୍ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ଏକ ମହିନ୍ଦ୍ରା ଥାର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ…

ଜହ୍ନ ଅଭିମୁଖେ ଭାରତର ଚନ୍ଦ୍ରଯାନ-୩, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିଛି । ଏହା ହେଉଛି ଜହ୍ନ ଅଭିମୁଖେ ଭାରତର ତୃତୀୟ ମିଶନ । ଚନ୍ଦ୍ରଯାନ-୩ରେ ଇସ୍ରୋର ଏକ ହଜାରରୁ ଅଧିକ ବୈଜ୍ଞାନିକ କାମ କରୁଥିବା ବେଳେ ଏଥିରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ରହିଛି ।…

ଜହ୍ନ ଅଭିମୁଖେ UAEର ରାଶିଦ ରୋଭର

ଦୁବାଇ: ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ UAE ବା ୟୁନାଇଟେଡ୍ ଅରବ ଏମିରେଟ୍ସ । ରବିବାର ୟୁଏଇ ସଫଳତାର ସହ ରାଶିଦ ରୋଭରର ଉତକ୍ଷେପଣ କରିଛି । ଚନ୍ଦ୍ର ପୃଷ୍ଠକୁ ଏହା ୟୁଏଇର ପ୍ରଥମ ମିଶନ । ଦୁବାଇର ମହମ୍ମଦ ବିନ ରାଶିଦ ଅନ୍ତରୀକ୍ଷ କେନ୍ଦ୍ର ଅନୁସାରେ, ରାଶିଦ ରୋଭର ଅତ୍ୟଧିକ ମୂଲ୍ୟବାନ ଡାଟା, ଫଟୋ…

ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ଚନ୍ଦ୍ରପୃଷ୍ଠ ନିକଟତର ହେଲା ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’

ନୂଆଦିଲ୍ଲୀ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଚନ୍ଦ୍ର ନିକଟ ଦେଇ ଗତି କରିଛି । ଗତକାଲି ଚନ୍ଦ୍ର ଅକ୍ଷ ଚାରିପାଖେ ବୁଲୁ ବୁଲୁ ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ପହଞ୍ଚିପାରିଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ ଓ ବାହାରିବା…

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା…