Latest Odisha News

BREAKING NEWS

Browsing Tag

More than 2

ୟୁକ୍ରେନରେ ଯବାନ ସମେତ ଦୁଇ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସପ୍ତାହେ ବ୍ୟାପୀ ୟୁକ୍ରେନ ଉପରେ ଋଷ ଆକ୍ରମଣ କରି ଚାଲିଛି । ଏହାରି ଭିତରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଲେଣି । ଏହା ସହିତ ୟୁକ୍ରେନର ବଡ଼ବଡ଼ ସହର ଓ ପ୍ରତିଷ୍ଠାନ ମିସାଇଳ ଓ ବୋମା ମାଡ଼ରେ ଧ୍ୱସଂ ହୋଇଗଲାଣି । ଋଷ ଜାରି ରଖିଥିବା ହମଲାେରେ ଏଯାବତ ୨ ହଜାରରୁ ଅଧିକ ସାଧାରଣ…

ହୁତୁହୁତୁ ହୋଇ ଜଳିଗଲା ଗ୍ରାମ୍ୟ ଜଙ୍ଗଲ,୨ ହଜାରରୁ ଅଧିକ ଆକାଶିଆ ଗଛ ନଷ୍ଟ 

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଏରେଣ୍ଡେଇ ଗାଁର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ନିଆଁ ଲଗାଇ ଦେଇଛି ଦୁର୍ବୃତ୍ତ । ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ,…