Latest Odisha News

BREAKING NEWS

Browsing Tag

mosque

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଆଲ୍ଲାହାବାଦ ହାଇକୋର୍ଟ ପରିସରରୁ ହଟିବ ମସଜିଦ

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିବାରୁ ହଟାଇବାକୁ ଦେଲେ ନିର୍ଦ୍ଦେଶ । ଏନେଇ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍…

ନମାଜ ସରୁ ସରୁ ବୋମାମାଡ଼ରେ ଥରିଲା ମସଜିଦ୍, ୨୫ ମୃତ

କରାଚି: ପାକିସ୍ତାନର ପେଶାୱରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ମସଜିଦ ଭିତରେ ହୋଇଥିବା ଆକ୍ରମଣରେ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମଧ୍ୟାହ୍ନ ନମାଜ ପରେ ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ପେଶାୱରର ମସଜିଦରେ ଏହି ଆକ୍ରମଣ…

କିଭଳି ରହିବ ଅଯୋଧ୍ୟାରେ ନିର୍ମିତ ମସଜିଦ, ଦେଖନ୍ତୁ ଝଲକ

ଲକ୍ଷ୍ନୌ: ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତରପ୍ରଦେଶରେ ରାମ ମନ୍ଦିର ଓ ମସଜିଦ ନିର୍ମାଣ ପାଇଁ ବାଟ ଫିଟିଥିଲା। ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦର ପ୍ରକଳ୍ପ ପାଇଁ ପ୍ରଥମ ସ୍ଥାପତ୍ୟ ଯୋଜନା ପ୍ରକାଶ କରିଯାଉଥିବା ବେଳେ ଆସନ୍ତା ବର୍ଷ ଆରମ୍ଭରେ ଭିତ୍ତି…

ବାଂଲାଦେଶ ମସଜିଦ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି

ଢାକା: ସେପ୍ଟେମ୍ବର ୪ ତାରିଖ ରାତିରେ ରାଜଧାନୀ ଢାକା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା କେନ୍ଦ୍ରୀୟ ନାରାୟଣଗଞ୍ଜ ଜିଲ୍ଲାର ଏକ ମସଜିଦରେ ପ୍ରାର୍ଥନା ସମୟରେ ବିସ୍ଫୋରଣ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ମସଜିଦର ତଳ ମହଲାରେ ଥିବା ସମସ୍ତ ଏୟାର କଣ୍ଡିସନରର…