Latest Odisha News

BREAKING NEWS

Browsing Tag

MP Aparajita Sarangi

[ଭିଡିଓ] ଓଡିଶା ଆଇଏଏସ୍‌ ଅଫିସରଙ୍କୁ ସାଂସଦ ଅପରାଜିତାଙ୍କ ଚାଲେଂଜ, ଯଦି ଇଛା ଅଛି ଚାକିରୀ ଛାଡି ରାଜନୀତି କର

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ କଡା ସମାଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । ସରକାରୀ ଚାକିରୀରେ ଥାଇ ଆଇଏଏସ୍‌ ଅଫିସରମାନେ ଆଚରଣ ନିୟମର ଉଲ୍ଲଂଘନ କରି ରାଜନୀତିରେ ଯୋଗ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ରୋକ୍‌ଠୋକ୍ ପ୍ରଶ୍ନ କରିଛନ୍ତି । ୨୦୧୮ରେ…

ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ଏମ୍‌ସ ଠାରେ କରୋନା‌ ଟିକା କୋଭାକ୍ସିନ୍‌ ଗ୍ରହଣ କରିଛନ୍ତି। ଏହା ସହିତ ସମସ୍ତେ ନିଶ୍ଚିତ ଭାବେ ଟିକା ଗ୍ରହଣ କରି ସୁରକ୍ଷିତ ରହିବା…

ମଗାଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ ନାହିଁ । ଏଥିପାଇଁ ୧ ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ସୂଚନା ଦେଇଛନ୍ତି ସାଂସଦ ଅପରାଜିତ ଷଡଙ୍ଗୀ । ଗତକାଲି ବିଏମସି ପକ୍ଷରୁ ଭୁବନେଶ୍ୱରରେ ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବଣ୍ଟନ ଉପରେ କଟକଣା ଲଗାଇବା…

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: କୋଭିଡ୍ ନିୟମର ଉଲ୍ଲଂଘନ କରି ସମର୍ଥକଙ୍କ ଗହଣରେ ଜନ୍ମଦିନ ପାର୍ଟିରେ ସାମିଲ ଭିଡିଓ ଭାଇରାଲ ପରେ ବଢିଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଡୁଆ । ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅପରାଜିତାଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି । ୧୫…