Latest Odisha News

BREAKING NEWS

Browsing Tag

Mucormycosis

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ରୋଗରେ ଅନ୍ତର୍ଭୁକ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ରାଜ୍ୟ ସରକାର ମହାମାରୀ ରୋଗ ଅନ୍ତର୍ଭୁ କରିଛନ୍ତି । ୧୮୯୭ ମହାମାରୀ ଅଧିନିୟମ ଅନୁଯାୟୀ ବ୍ଲାକ୍ ଫଙ୍ଗସକୁ ମହାମାରୀ ରୋଗରେ ସାମିଲ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି…

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ବେଳେ ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ନୂଆ ବିପଦ ଭାବେ ଛିଡ଼ା ହୋଇଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମହାମାରୀ ରୋଗ ଅଧିନିୟମ-୧୮୯୭ ଅନୁସାରେ ବ୍ଲାକ ଫଙ୍ଗସକୁ ଅନ୍ତର୍ଭୁକ୍ତ…

ଷ୍ଟେରଏଡର ଅପବ୍ୟବହାର ମ୍ୟୁକରମାଇକୋସିସ୍ ସଂକ୍ରମଣର କାରଣ: ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବଢ଼ିଛି । ଏହି ସମୟରେ ଫଙ୍ଗାଲ୍ ଓ ବ୍ୟାକ୍ଚେରିଆଲ୍ ସଂକ୍ରମଣ ଯୋଗୁଁ ଅଧିକ ମୃତ୍ୟୁ ହେଉଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ମହାମାରୀ କରୋନା ସମୟରେ ଆତଙ୍କ ସୃଷ୍ଟି କରିଥିବା ମ୍ୟୁକରମାଇକୋସିସ୍ ଭୂତାଣୁ…