Latest Odisha News

BREAKING NEWS

Browsing Tag

Mushroom

ବ୍ରିଟେନ ଛତୁ ଦେଖିଲେ ହେବେ ତାଜୁବ, ଛତୁର ଓଜନ ୫କେଜି

ନୂଆଦିଲ୍ଲୀ: ବେଳେବେଳେ ନିଜରକୁ ଆସିଥିବ ଖାସ୍ କରି ବିଦେଶ ଚାଷୀଙ୍କ କ୍ଷେତରେ ବିଶାଳକାୟ କଖାରୁ ହୋଇଥାଏ ତ ହାତେ ଲମ୍ବାର ଗାଜର , ମୂଳା । ବହୁତ ଚାଷୀଙ୍କ ବିଶାଳକାୟ ପରିବାକୁ ବିଶ୍ବରେକର୍ଡରେ ସାମିଲ ମଧ୍ୟ କରାଯାଇଛି । ଏବେ ଏପରି ଏକ ଛତୁର ଚର୍ଚ୍ଚା ଚାରିଆଡେ ହେଉଛି ଯାହାର ଓଜନ ୫କେଜି ହେବ…

ଛତୁ ତୋଳିବା ବେଳେ ଗୁଳିମାଡ଼, ୩୧ ଜଣଙ୍କ ମୃତ୍ୟୁ

ଦାମାସ୍କସ୍: ଛତୁ ତୋଳୁ ତୋଳୁ ଟଳି ପଡ଼ିଲେ ୩୧ ଜଣ । ସିରିଆର ହମା ସହରରେ ଏଭଳି ଅଘଟଣ ଘଟିଛି । ଛତୁ ତୋଳୁଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ବ୍ରିଟେନର ମାନବାଧିକାର ସଂଗଠନ ସିରିଆନ୍ ଅବଜର୍ଭେଟରି । ସିରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ମଧ୍ୟ ଏହା ପ୍ରକାଶ କରିଛି ।…

ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତ କରାଇବାକୁ ଡାଲମିଆ ସିମେଣ୍ଟର ‘ଜୀବିକା’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତ କରିବ । ୧୦ ଲକ୍ଷ ମହିଳାଙ୍କୁ ‘ଜୀବିକା’ କାର୍ଯ୍ୟକ୍ରମ ମାଧ୍ଯମରେ ସଶକ୍ତ କରାଇବାକୁ ଡାଲମିଆ ସିମେଣ୍ଟ ଛତୁ ଚାଷ ଶିକ୍ଷା ଦେବ । ଛତୁ ଚାଷରେ କମ୍ ଖର୍ଚ୍ଚ ହେଉଥିବା ବେଳେ ଅଧିକ ଲାଭ ମିଳିଥାଏ । ଏହା ଏକ କୃଷି…

‘କୃଷି ଓଡିଶା’ରେ ଚଳିତ ବର୍ଷର ମାସ୍କଟ ଛତୁ

ଭୁବନେଶ୍ୱର: ମାର୍ଚ୍ଚ ୧୫ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ ଆରମ୍ଭ ହେବ । ଅପରାହ୍ନ ସାଢେ ୫ଟାରେ ବରମୁଣ୍ଡା ଖେଳ ପଡିଆରେ ଏହାର ଉଦଘାଟନ ହେବ । ତେବେ ଚଳିତ ବର୍ଷର ମାସ୍କଟ ରହିଛି ଛତୁ । ତେବେ ଚଳିତ ବର୍ଷ ଛତୁକୁ ମାସ୍କଟ ରଖାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…