ଜିଲ୍ଲାପାଳ ଦେଖାଇଲେ ମହାନତା…
ନବରଙ୍ଗପୁର: ଜିଲ୍ଲାପାଳ ଦେଖାଇଲେ ମହାନତା । ପଦବୀର ଗର୍ବ ନୁହେଁ ଗାରିମା ଦେଖାଇ ସହାୟତା କଲେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ । ଏପରି ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ର ।
ସରକାରୀ କାମ ସାରି ଫେରୁଥିବାବେଳେ ୨ ଜଣ ଆହତଙ୍କୁ ଦେଖି ସେ ଗାଡି…