Latest Odisha News

BREAKING NEWS

Browsing Tag

Nagaland

ତ୍ରିପୁରା, ନାଗାଲାଣ୍ଡରେ ବିଜେପି…. ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ: ପୂର୍ବୋତ୍ତରର ୩ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଥିବା ବେଳେ ଫଳାଫଳ ସ୍ପଷ୍ଟ ହୋଇଛି । ଏବେ ତ୍ରିପୁରାରେ ବିଜେପି ସରକାର ଥିବା ବେଳେ ନାଗାଲାଣ୍ଡରେ ବିଜେପି ମେଣ୍ଟ ଓ ମେଘାଳୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ସରକାର ଅଛି ।…

ନାଗାଲାଣ୍ଡ ଲେଖିଲା ନୂଆ ଇତିହାସ, ୬୦ ବର୍ଷ ପରେ ରାଜ୍ୟ ପାଇଲା ମହିଳା ବିଧାୟକ

କୋହିମା: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆଜି ହେଉଛି । ଆଉ ଏଥର ନିର୍ବାଚନରେ ନାଗାଲାଣ୍ଡର ଲୋକ ନୂଆ ଇତିହାସ ଲେଖିଛନ୍ତି । ନାଗାଲାଣ୍ଡ ରାଜ୍ୟ ଗଠନ ପର ଠାରୁ କେହି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇ ନଥିଲେ । ଏଥର ବିଜେପିର ସହଯୋଗୀ…

ମେଘାଳୟ ଏବଂ ନାଗାଲାଣ୍ଡରେ ଚାଲିଛି ମତଦାନ

ନୂଆଦିଲ୍ଲୀ: ଉତ୍ତର ପୂର୍ବାଂଚଳ ଦୁଇ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ଆରମ୍ଭ ହୋଇଯାଇଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଯାଇଛି ଏହା ଅପରାହ୍ନ ୪ଟା ଯାଏ ଚାଲିବ।  ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି । ଲୋକେ…

ଆଜି ଘୋଷଣା ହେବ ୩ ରାଜ୍ୟର ନିର୍ବାଚନ ତାରିଖ : ରାଜ୍ୟଗୁଡ଼ିକରେ ବିଜେପିର ସ୍ଥିତି କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ୩ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବ। ବୁଧବାର ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁର ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଏଥିପାଇଁ ଆଜି ଦିନ ୨.୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ କରି କମିଶନ ନିର୍ବାଚନ ଚାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି।…

ହତ୍ୟା ଅଭିଯୁକ୍ତ ସହ ୯ କଏଦୀ ଜେଲରୁ ଚମ୍ପଟ

କୋହିମା: ନାଗାଲାଣ୍ଡର ମନ୍ ଜିଲ୍ଲା ଜେଲରୁ ଚମ୍ପଟ ମାରିଛନ୍ତି ୯ କଏଦୀ । ଏଥିରେ ଜଣେ ହତ୍ୟା ଅଭିଯୁକ୍ତ ବି ସାମିଲ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ପୋଲିସ  ସବୁଠି ତନଖି କରୁଛି । ଶନିବାର ବଡି ଭୋରରୁ ସେମାନେ କୌଶଳକ୍ରମେ ସେଲ୍ ଚାବି ହାତେଇ ଫେରାର ହୋଇଯାଇଥିବା ଜେଲ୍ କର୍ତ୍ତୃପକ୍ଷ…

ବଦଳିଲେ ୪ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ବଦଳିଲେ ୪ ରାଜ୍ୟର ରାଜ୍ୟପାଳ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୪ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଗୁରୁବାର ଦିନ ରାଷ୍ଟ୍ରୀୟ ଭବନ ଦ୍ବାରା ଜାରି ପ୍ରେସ କମ୍ୟୁନିକେସନ ଅନୁଯାୟୀ ଚାରିଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି।…