Latest Odisha News

BREAKING NEWS

Browsing Tag

National Youth Day

ଜାନୁଆରୀ ୧୨ରେ କାହିଁକି ପାଳନ ହୁଏ ଜାତୀୟ ଯୁବ ଦିବସ..

ଆଜି ହେଉଛି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ  । ୧୯୮୪ରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ  ।ଏବଂ ୧୯୮୫ ପରଠାରୁ ପ୍ରତିବର୍ଷ ଭାରତରେ ଏହି ଦିବସ ପାଳନ କରାଯାଉଛି। ୧୮୬୩ ମସିହା…

ଆଜି ଜାତୀୟ ଯୁବ ଦିବସ; କାହିଁକି ଓ କେବେଠୁ ହେଉଛି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ସ୍ୱାମୀ ବିବେକନନ୍ଦଙ୍କ ଜନ୍ମ ଦିନ । ସ୍ୱାମୀଜୀଙ୍କ ଜନ୍ମଦିନକୁ ସାରା ଦେଶରେ ଯୁବ ଦିବସ ରୂପେ ପାଳନ କରାଯାଏ । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମେ ଜାତୀୟ ଯୁବ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଅନୁଯାୟୀ, କେବଳ…

‘ଜାତୀୟ ଯୁବ ଦିବସ’ ଅବସରରେ ଶୁଭେଚ୍ଛା ଜଣାଇଲେ ନବୀନ ଓ ମୋଦୀ

ଭୁବନେଶ୍ୱର: ଆଜି ହେଉଛି ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ ତମ ଜନ୍ମ ଜୟନ୍ତୀ । ଏହାକୁ ଦେଶବ୍ୟାପୀ ‘ଯୁବ ଦିବସ’ ରୂପେ ପାଳନ କରାଯାଏ । ଏହି ଅବସରରେ ସମସ୍ତ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।…