ପରୀ ହତ୍ୟା ମାମଲା; ମନ୍ତ୍ରୀଙ୍କ ବିରୁଦ୍ଧରେ ଚାଞ୍ଚଲ୍ୟକର ବୟାନ ଦେଲେ ଗାଁ ସରପଞ୍ଚ
ଭୁବନେଶ୍ୱର: ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲା ଏକ ସମ୍ବେଦନଶୀଳ ମୋଡ଼ରେ ପହଞ୍ଚିଛି। ମୃତ ପରୀଙ୍କ ଅଞ୍ଚଳର ସରପଞ୍ଚ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି।
ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଶୁକ୍ରବାର…