Latest Odisha News

BREAKING NEWS

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ମନ୍ତ୍ରୀ 

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସାମ୍ନାରେ ନୟାଗଡ଼ ଦମ୍ପତ୍ତି ଆତ୍ମାହୁତି ଉଦ୍ୟମର ଗୋଟିଏ ଦିନ ପରେ ସେମାଙ୍କ ନାବାଳିକା ଝିଅର ନିର୍ମମ ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ନେଇ ନିଷ୍ପତ୍ତି ନେଇଛନ୍ତି ଗୃହମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ର।

ବିଧାନସଭାରେ ବୁଧବାର ଫିନ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଉକ୍ତ ନାବାଳିକାକୁ ଅପହରଣ ପରେ ହତ୍ୟା କରାଯାଇଛି। ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ହସ୍ତଗତ ପ୍ରମାଣ ସବୁ ଝିଅକୁ ଅପହରଣ ଓ ପରେ ହତ୍ୟା ହୋଇଥିବା ସୂଚାଉଥିବା।

Leave A Reply

Your email address will not be published.