Latest Odisha News

BREAKING NEWS

Browsing Tag

NDPS

ଅବକାରୀ ମାମଲାରେ ଗତବର୍ଷ ତୁଳନାରେ ଗିରଫଦାରୀ ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଅବକାରୀ ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୨-୨୩ ବର୍ଷରେ ରାଜ୍ୟରେ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୬୧ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୪୯ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟା ପୂର୍ବବର୍ଷ ତୁଳନାରେ ପାଖପାଖି…

ନିଶା ବେପାରୀ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିର ଦୁଇ ନିଶା ବେପାରୀ ଭାଇ ବନମାଳୀ ପ୍ରଧାନ ଏବଂ ଅରୁଣ ପ୍ରଧାନଙ୍କ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି । ଏନଡିପିଏସ୍ ଆକ୍ଟ ଅନୁଯାୟୀ କଲିକତାର ଏକ ପ୍ରାଧିକୃତ ସଂସ୍ଥା ତରଫରୁ ଏହି ସମ୍ପତ୍ତି ବାଜ୍ୟାପ୍ତି…

ବୁଧବାର ନଷ୍ଟ ହେବ ୪୨ ହଜାର କିଲୋ ନିଶା ଦ୍ରବ୍ୟ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ ହଜାର କିଲୋ ନିଶା ଦ୍ରବ୍ୟ ବୁଧବାର ନଷ୍ଟ କରାଯିବ । ବିଗତ ମାସରେ ଜବତ ହୋଇଥିବା ନିଶା ଦ୍ରବ୍ୟ ନଷ୍ଟ କରାଯିବ । ଦେଶ ୧୪ଟି ସ୍ଥାନରେ ଏହି ଦ୍ରବ୍ୟ ସରକାରୀ ପ୍ରକ୍ରିୟା ଅନୁସାରେ ଜବତ ନିଶା ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯିବ ବୋଲି ଅର୍ଥ…