Latest Odisha News
Browsing Tag

new corona strain

କରୋନା ଭାଇରସ୍‌ ନ୍ୟୁ ଷ୍ଟ୍ରେନ୍‌: ଦେଶରେ ଆଉ ୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଉଛି। ଶୁକ୍ରବାର ଦିନ, କରୋନା ଭୂତାଣୁର ୪ ଜଣ ନୂଆ କରୋନା ଷ୍ଟ୍ରେନ୍‌ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି।  ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ…

କେଉଁ କେଉଁ ରାଜ୍ୟରେ ଚିହ୍ନଟ ହୋଇଛି ନୂଆ କରୋନା ଷ୍ଟ୍ରେନ୍‌ର ଭୂତାଣୁ

ନୂଆଦିଲ୍ଲୀ-ବ୍ରିଟେନରେ ଯେଉଁ ନୂଆ ଷ୍ଟ୍ରେନ୍‌ର କରୋନା ଭୂତାଣୁ ଚିହ୍ନଟ ହୋଇଛି, ସେଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ତେବେ କେଉଁ ରାଜ୍ୟରେ କେତେ ଜଣ ବ୍ୟକ୍ତି ଏହି ନୂଆ ପ୍ରକାରର…

ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣ ଭାରତରେ ନୂଆ କରୋନା ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣଙ୍କର ନୂତନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସମସ୍ତ ଲୋକ ବ୍ରିଟେନରୁ ଆସିଥିବା ସୂଚନା ମିଳିଛି। ଏହାପୂର୍ବରୁ ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟରେ ୬ ଜଣ ଲୋକ ସଂକ୍ରମିତ ହୋଇଥିବା ସୂଚନା…

ଫ୍ରାନ୍ସରେ ପହଞ୍ଚିଲା ବ୍ରିଟେନ୍‌ର ନୂଆ କରୋନା ଷ୍ଟ୍ରେନ୍‌

ପ୍ୟାରିସ୍: ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ଫ୍ରାନ୍ସରେ ବ୍ରିଟେନର ଏହି ନୂତନ କରୋନା ଭାଇରସ୍‌ର ପରିବର୍ତ୍ତିତ ରୂପ ପ୍ରଥମ ମାମଲା ରିପୋର୍ଟ ହୋଇଛି। ଏ ନେଇ ଫ୍ରାନ୍ସ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ବିଏଫଏମଟିଭି…