ବାହାଘର ୨ ଦିନ ପରେ ଚାଲିଗଲା ବରର ଜୀବନ, ଚତୁ୍ର୍ଥୀରେ ଉଠିଲା କୋକେଇ
ବାଲେଶ୍ୱର: ଉତ୍ସବ ମୁଖର ଘରଟା ଏମିତି କାରୁଣ୍ୟରେ ଭରିଯିବ ବୋଲି କେହି ଭାବି ନ ଥିଲେ । ବାହାଘରର ସାତଦୀପ ଲିଭିବା ଆଗରୁ ଏମିତି ଜୀବନଦୀପ ଲିଭିଯିବ ବୋଲି କିଏ ବା କାହିଁକି ଭାବିବ ? ବନ୍ଧୁବାନ୍ଧବଙ୍କ ଗହଣରେ ଯେଉଁ ଘର ଉଛୁଳି ପଡୁଥିଲା ସେଇ ଘରେ ଏବେ ନୀରବତା । ନୂଆ ସଂସାର ଗଢିବ ବୋଲି…