Latest Odisha News

BREAKING NEWS

Browsing Tag

news

ମହିଳାଙ୍କ ଉପରକୁ ଏସିଡ ମାଡ଼

କଟକ: ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ ହୋଇଛି ।  ଗୁରୁତର ମହିଳାଜଣକ ହେଲେ  ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି ରୀନା । ତାଙ୍କ…

ବିହାର ବିଧାନସଭା ଶତବାର୍ଷିକୀ ଉତ୍ସବରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ର୍ନିମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ସେ ବିଧାନସଭା…

ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥି ସୋମବାର ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହୋଇଛି। ଅଧର ପଣା ନୀତି ଦର୍ଶନ ପାଇଁ ରଥ ସମ୍ମୁଖ ରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। https://twitter.com/JagannathaDhaam/status/1546545535946874880 ଆଜି ମହାପ୍ରଭୁ…

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିବ ଝଟକା! 7 ଜଣ ସାଂସଦ ବୈଠକକୁ ଆସିଲେନି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳରୁ ଜଣକ ପରେ ଜଣେ ନେତା ଦଳ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ମିଶୁଛନ୍ତି । ଉଦ୍ଧବ ଦଳ ବଂଚାଇବା ପାଇଁ ବୈଠକ ପରେ ବୈଠକ କରୁଛନ୍ତି । ତେବେ ନେତାଙ୍କୁ ଅପେକ୍ଷା କରି କରି ବେଳ ଯାଉଛି ।  ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା…

ଗୁଜରାଟ, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଜୁରାଟରେ ବର୍ଷା କରୁଛି ତାଣ୍ଡବ । ପ୍ରବଳ ବର୍ଷାରେ ଏପର୍ଯ୍ୟନ୍ତ 64 ଜଣଙ୍କର ମୃତୃୁ ହୋଇଥିବା କୁହାଯାଉଛି । ଅନେକ ସ୍ଥାନରେ ଜଳମଗ୍ନ ହୋଇଥିବା ବେଳେ ବିପଦପୂର୍ଣ୍ଣ ସ୍ଥାନରୁ ଲାେକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।  ସେହିପରି  ମଧ୍ୟପ୍ରଦେଶରେ ବର୍ଷା…

ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ

ପୁରୀ:  ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଅପରାହ୍ନ ରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ…

ଗୋଟିଏ ବର୍ଗର ଜନସଂଖ୍ୟା ବଢ଼ିଲେ ଅରାଜକତା ସୃଷ୍ଟି ହେବ: ଯୋଗୀ

ଲକ୍ଷ୍ନୈା: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଦେଶରେ ପରିବାର ଯୋଜନା, ଜନସଂଖ୍ୟା ସ୍ଥିରତା ଚର୍ଚ୍ଚା ହେଉଛି । ତେବେ ଆମକୁ ମନେ ରଖିବାକୁ ହେବ ଯେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ସଫଳ ହେବା…

ସୋନିଆ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଇଡି ପୁଣି ଜେରା ପାଇଁ ସମନ କରିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ  । ଜୁଲାଇ 21ରେ ପୁଣି ହାଜର ହେବା ପାଇଁ କହିଛି ଇଡି ।  ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୁଣିଥରେ ସମନ ଜାରି କରିଛି।  ପୂର୍ବରୁ ଇଡି ନ୍ୟାସନାଲ ହେରାଲ୍ଡ ଖବର କାଗଜ ସହ ଜଡ଼ିତ ମାମଲାରେ ରାହୁଲ…

୨୦୦ଟି ସ୍ଥାନରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳା

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କ୍ୟାରିଅର୍‌କୁ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବ୍ୟବହାରିକ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କୌଶଳ ଭାରତ ମିଶନର ଅଂଶ ଭାବରେ ୧୧ ଜୁଲାଇ, ୨୦୨୨ରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍…

କନ୍ଧମାଳର କୁନି ଝିଅ ମାମିନାଙ୍କ ବେଲଜିୟମ କାହାଣୀ

ଫୁଲବାଣୀ: କନ୍ଧମାଳ ରାଇକିଆର ଝିଅ ମାମିନା । ଏବେ ବେଲଜିଅମର ନାଗରିକ । ୩୦ ବର୍ଷ ପରେ ଫେରିଛନ୍ତି ଜନ୍ମମାଟିକୁ । କହିଛନ୍ତି ସେ ଭଲ ପାଆନ୍ତି ତାଙ୍କ ପରିବାରକୁ ଭଲ ପାଆନ୍ତି ଭାରତକୁ । ଯଦିଓ ସେ ଓଡ଼ିଆ ବୁଝିପାରୁନାହାଁନ୍ତି କି କହିପାରୁନାହାଁନ୍ତି କିନ୍ତୁ ତାଙ୍କର ଭାବନାକୁ ଯେ କେହି…