Latest Odisha News

BREAKING NEWS

Browsing Tag

Night temperature

ରାଜ୍ୟରେ ଖସିବ ରାତ୍ରୀର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ଧରି ଓଡିଶାରେ କୁହୁଡି ଓ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଡିସେମ୍ବର ୪ରେ କୋରାପୁଟ, ରାୟଗଡା ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ…

ପୁଣି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ବଢ଼ିବ ଶୀତ, ଖସିବ ପାରଦ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କମିଥିବା ଶୀତ ଏବେ ପୁଣି ବଢ଼ିବ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦକ୍ଷିଣ…

କାଲି ବଙ୍ଗୋପସାଗରରେ ଲଘୁଚାପ, ୨ ଦିନ ବିଭିନ୍ନ ଜିଲ୍ଲାରେ ଦେଖାଯିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଶୀତ ଲହରୀ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନେଇ ଆକଳନ…

ଖସୁଛି ପାରଦ, ୮ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ…

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ପାରଦ ଖସୁଛି । ବିଶେଷକରି ରାତି ତାପମାତ୍ରା ହ୍ରାସ ପାଇଛି । ଆଜି ରାଜ୍ୟର ୮ ସହରର ରାତି ତାପମାତ୍ର ୧୫ ଡିଗ୍ରୀ ତଳେ ରହିଥିବା ବେଳେ ସବୁଠୁ ଥଣ୍ଡା ସହର ହେଉଛି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା । ସେଠାରେ ସର୍ବନିମ୍ନ ରାତି ତାପମାତ୍ରା…

ସୋମବାରଠୁଁ ଓଡ଼ିଶାରେ ବଢ଼ିବ ରାତିର ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ପବନର ପ୍ରଭାବରେ ସୋମବାର ଠାରୁ ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ପବନର ପ୍ରବାହ ଯୋଗୁଁ ହିଁ ରାତିର…