Latest Odisha News
Browsing Tag

Nilagiri

ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ

ବାଲେଶ୍ୱର: କେତେ ସୁରକ୍ଷିତ ଭାରତୀୟ ରେଳ ? ବାହାନଗା ଟ୍ରେନ୍ ଦୁର୍ଘଟଣାର ଦେଢ଼ ମାସ ପରେ ପୁଣି ରଲୱେର ଅବହେଳା ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଛି । ଭଦ୍ରକ-ବାଲେଶ୍ୱର ମେମୁ ନୀଳଗିରି ଷ୍ଟେସନ ଛାଡ଼ି ବାଲେଶ୍ୱର ଅଭିମୁଖେ ଯାଉଥିଲା ।…

ଶିମିଳିପାଳ ସହ ନୀଳଗିରି ସ୍ଥିତ କୁଳଡିହା ସଂରକ୍ଷିତ ଅଭୟାରଣ୍ୟ ବି ଜଳୁଛି

ବାରିପଦା/ନୀଳଗିରି: ଜଳୁଛି ଜଙ୍ଗଲ, ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି ନିଆଁ । ପ୍ରାୟ ୧୦ ଦିନ ହେଲାଣି ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ଗୋଟିଏ ସ୍ଥାନରେ ନିଆଁ ଆୟତ୍ତ ହେବା ବେଳକୁ ଅନ୍ୟ ସ୍ଥାନରେ ଲାଗି ଯାଉଛି । ଶିମିଳିପାଳର ଦୁଧିଆନି, ତାଳବନ୍ଧ, ଦୁଗୁଡ଼ିଆ, କେନ୍ଦୁମୁଦି ଓ…

ନୀଳଗିରି ଅଞ୍ଚଳରେ ଝାଡଖଣ୍ଡ ହାତୀ ପଲଙ୍କ ଉପଦ୍ରବ

ବାଲେଶ୍ୱର: ଝାଡଖଣ୍ଡୀ ହାତୀ ପଲଙ୍କ ଉତ୍ପାତ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ୫ଟି ଦନ୍ତା, ୭ ଛୁଆଙ୍କ ସମେତ ୪୨ଟି ହାତୀ ବିଭିନ୍ନ ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ ଧାନ ଫସଲ । ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ…

ରାତିସାରା ମଞ୍ଚାରେ ମଣିଷ, ଫସଲ ସୁରକ୍ଷା ପାଇଁ ବିତୁଛି ଜୀବନ

ବାଲେଶ୍ଵର: ନୀଳଗିରିରେ ଥମୁନି ହାତୀ ଆତଙ୍କ । ହାତୀଙ୍କ ଦାଉରୁ ଫସଲ ସୁରକ୍ଷା ନେଇ ଚାଷୀଙ୍କ ଚିନ୍ତା ଘାରିଛି। ତେଣୁ କିଛି ଗ୍ରାମବାସୀ ଓ ଚାଷୀମାନେ  ଫସଲ ସୁରକ୍ଷା ଓ ପରିବାର ସୁରକ୍ଷା ପାଇଁ ହାତରେ ଡ୍ରମ, ଟିଣ, ବାସନ ଧରି ମଞ୍ଚା ବାନ୍ଧି ରାତିସାରା ତା ଉପରେ ରହୁଛନ୍ତି । ବାଲେଶ୍ଵର ଜିଲ୍ଲା…

ଆକାଶରୁ ଖସିଲା କ୍ୟାମେରା ଲାଗିଥିବା ଯନ୍ତ୍ରାଂଶ, ଲୋକେ ଛାନିଆ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଅଂଚଳରେ ଏକ ଉଡନ୍ତା ବେଲୁନ୍‌କୁ ଦେଖି ଲୋକେ ଛାନିଆ । ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏହି ଯନ୍ତ୍ରାଂଶଟି କୁଆଡେ ଆସିଲା ସେନେଇ…

ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀପଲ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିର ଦୁର୍ଗାଦେବୀ ଅଞ୍ଚଳ ଦେଇ ବୁଧବାର ଦିନ କିଛି ଝାଡଖଣ୍ଡୀ ହାତୀପଲ କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ତିନିକୋଶିଆ ବନ ଖଣ୍ଡରେ ପ୍ରବେଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲରେ ୩୬ଟି ବଡ ହାତୀ ରହିଥିବାବେଳେ ୫ଟି ଛୁଆ ହାତୀ ଥିବାନେଇ…