Latest Odisha News
Browsing Tag

Non-procurement of paddy

ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

କେନ୍ଦୁଝର: ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ଅସନ୍ତୋଷ । ବିଧାନସଭା ଭିତରେ ତାତି । ବାହାରେ ବି ଚାଷୀ ହୀନସ୍ତା ହେଉଛନ୍ତି । ମଣ୍ଡିରେ ଧାନ କିଣା ଯାଉ ନଥିବା ଅଭିଯୋଗରେ ତାତିଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଚାଷୀ । ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି । ତେଲକୋଇ ଅନ୍ତର୍ଗତ…

ଧାନ ବସ୍ତା ରଖି କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ା ରାସ୍ତା ଅବରୋଧ କଲେ ଚାଷୀ

ଧର୍ମଗଡ଼: ମଣ୍ଡିରୁ ଧାନ ଉଠୁନି । ଦିନ ଦିନ ହେବ ପଡ଼ି ରହିଛି । ଶେଷରେ ତାତିଲେ ଚାଷୀ । ଟ୍ରାକ୍ଟର ବୋଝେଇ ଧାନ ରଖି ରାସ୍ତା ଅବରୋଧ କରିଛନ୍ତି । କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ାରେ ରାସ୍ତା ଅବରୋଧ କରିଛନ୍ତି ବହୁ ଚାଷୀ । ପଣ୍ଡି ଗାଁର ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ସେମାନେ…