Latest Odisha News

BREAKING NEWS

Browsing Tag

NTA

ଆସନ୍ତା ମେ’ ୭ରେ ନିଟ୍‌‌ ୟୁଜି ପ୍ରବେଶିକା, ଓଡ଼ିଶାର ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି

ଆସନ୍ତା ମେ’ ମାସ ୭ତାରିଖରେ ଅନୁଷ୍ଠିତ ହେବ ନିଟ୍‌‌ ୟୁଜି ପ୍ରବେଶିକା ଏହି କ୍ରମରେ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକ ସମେତ ଅନୁଗୁଳ,…

ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଜେଇଇ ମେନ୍ ୨୦୨୩ ଦୁଇଟି ସେସନରେ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଆକୁ ମିଶାଇ ୧୩ଟି ଭାଷାରେ ହେବ ଜେଇଇ ମେନ୍ । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, ମାଲାୟଲମ,…

ପ୍ରକାଶ ପାଇବ ନିଟ୍ ପରାକ୍ଷା ଫଳ

ଭୁବନେଶ୍ୱର:  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି  (NTA) ପରିଚାଳିତ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ (NEET-UG) -୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି। ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍‌ଟିଏ ପକ୍ଷରୁ ଉତ୍ତର ସିଟ୍‌ ଛାଡ଼ି…

JEE Main 2021: ଫେବ୍ରୁଆରୀ ମାସ ପରୀକ୍ଷା ଲାଗି ଜାରି ହେଲା ଆଡମିଟ୍ କାର୍ଡ, ଜାଣନ୍ତୁ ଡାଉନଲୋଡ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ନାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଚଳିତବର୍ଷ ଆବେଦନକାରୀଙ୍କୁ ୪ ଥର ପରୀକ୍ଷାରେ ସାମିଲ୍ ହେବାକୁ ଅନୁମତି ଦେବ । ଆବେଦନକାରୀ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ମାସରେ ପରୀକ୍ଷା ଦେଇପାରିବେ । ଯେଉଁ ପରୀକ୍ଷାରେ ସର୍ବାଧିକ ସ୍କୋର କରିବେ ତା’କୁ ବିଚାରକୁ ନିଆଯିବ ।…

ଆଜି ପ୍ରକାଶ ପାଇବ NEET ରେଜଲ୍ଟ

ଭୁବନେଶ୍ୱର: ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ନ୍ୟାସନାଲ୍ ଏଲିଜିବିଲିଟ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷାଫଳ । ଛାତ୍ରଛାତ୍ରୀ ww.ntaneet.nic.in କିମ୍ୱା nta.ac.inରୁ ରେଜଲ୍ଟ ଜାଣି ପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା…

ଆସିଲା ନିଟ ୨୦୨୦ ଓଏମଆର ସିଟ, ସବିଶେଷ ତଥ୍ୟ ପାଇଁ ପଢନ୍ତୁ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅଫିସିଆଲ ୱେବସାଇଟରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ୨୦୨୦ ର ଅପ୍ଟିକାଲ ମାର୍କ ସ୍ୱୀକୃତି (OMR) ସିଟ୍ ବାହାର କରିଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ୱେବସାଇଟରେ ଥିବା ସମସ୍ତ ବିଷୟ ପାଇଁ ପ୍ରଦାନ…

ହାତରେ ଗ୍ଲୋବ୍ସ ଓ ମୁହଁରେ ମାସ୍କ ପିନ୍ଧି JEE, NEET ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଏଥର ଦେଶରେ ଆୟୋଜନ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ଆୟୋଜିତ ହେବ। ସେହି ପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ସମଗ୍ର ଦେଶରେ କରୋନାଭାଇରସ୍ ମଧ୍ୟରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସ୍ଥଗିତ…