Latest Odisha News
Browsing Tag

Nuapada News

ଗାଁ ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ, ସାଙ୍ଗ ହୋଇ ଚାଲିଗଲେ ଦୁଇ ନାବାଳକ

ନୂଆପଡ଼ା: ସାଙ୍ଗ ହୋଇ ଗାଁ ପୋଖରୀକୁ ଯାଇଥିଲେ ଦୁଇ ସାଙ୍ଗ । ଯେମିତି ସାଙ୍ଗ ହୋଇ ଯାଇଥିଲେ ସେମିତି ସାଙ୍ଗ ହୋଇ ଚାଲିଗଲେ ସବୁଦିନ ପାଇଁ  ।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ…

[ଭିଡିଓ] ଭିତ୍ତିଭୂମି ଅଭାବରୁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରାଛାତ୍ରୀ

ନୂଆପଡା : ସରକାର ସ୍କୁଲ ଗୁଡିକର ଉନ୍ନତି କରଣ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କେନ୍ଦୁପାଟି ପ୍ରାଥମିକ ବିଦ୍ୟାଳୟରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଏହି ବିଦ୍ୟାଳୟ ବାହର ରଙ୍ଗ ବେରଙ୍ଗରେ ଚାକଚକ୍ୟ ତିଆରି ହୋଇଛି । ଯାହାକି…

ନୂଆପଡ଼ାରେ ଭର୍ଚ୍ୟୁଆଲରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,୪୮୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ନୂଆପଡ଼ା :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚ୍ୟୁଆଲ୍ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ ୧ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା…

ଋଣ ପାଇଁ ବନ୍ଧାପଡ଼ିଲା ଝିଅ

ନୂଆପଡ଼ା : ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ । ନୂଆପଡ଼ା ଜିଲ୍ଲା ସଦର ଖରିଆଳ ରୋଡର ଗଣେଷ ବସ୍ତିରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୂଆପଡ଼ା ଚାଇଲଡ ଲାଇନ ନାବାଳିକା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରିଛି ।ସୂଚନା ଅନୁସାରେ କିଛି ବର୍ଷ ତଳେ…