Latest Odisha News
Browsing Tag

october

ସହର ଅପେକ୍ଷା ଗାଁରେ ଅକ୍ଟୋବରରେ ବଢ଼ିଛି ବେରୋଜଗାରୀ

ନୂଆଦିଲ୍ଲୀ: ଗତମାସ ତୁଳନାରେ ଦେଶରେ ଅକ୍ଟୋବର ମାସରେ ବେରୋଜଗାରୀ ବଢ଼ିଛି । ଆଉ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଚାକିରି ହରାଇଛନ୍ତି । ଚେନ୍ନାଇ ସ୍ଥିତ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ଏହି ସୂଚନା ଦେଇଛି । ସିଏମ୍ଆଇ ଅନୁସାରେ, ଅକ୍ଟୋବର ମାସରେ…

ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ଓଡ଼ିଶାରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ବଙ୍ଗୋପସାଗରରେ ୧୮୭୭-୨୦୦୫ ମସିହା ମଧ୍ୟରେ ବଢ଼ିଛି ବାତ୍ୟା ସଂଖ୍ୟା । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ…

ଅକ୍ଟୋବର ପ୍ରଥମ ସପ୍ତାହରେ 5G ସେବା ଆରମ୍ଭ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 5G ସେବାର ଶୁଭାରମ୍ଭ କରିବେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧ରୁ ୪ ତାରିଖ ଯାଏ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ଅନୁଷ୍ଠିତ ହେବ । ଏହି ଅବସରରେ ପିଏମ୍ ମୋଦି 5G ସେବାର ଶୁଭାରମ୍ଭ କରିବେ ।…

ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଅକ୍ଟୋବରରେ ଏକାଧିକ ଛୁଟି ଯୋଗୁ ବ୍ୟାଙ୍କଗୁଡିକ ୨୧ ଦିନ ବନ୍ଦ ରହିବ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ପୂର୍ବପରି ଜାରି ରହିବ ବୋଲି ସୂଚନା ମିଳିଛି। ଓଡିଶାରେ ବ୍ୟାଙ୍କଗୁଡିକ ୧୦ ଦିନ ବନ୍ଦ ରହିବ। ଅକ୍ଟୋବରରେ ବିଭିନ୍ନ ରାଜ୍ୟରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ…