Latest Odisha News

BREAKING NEWS

Browsing Tag

Odia Actor

ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ସେ ନିରବି ଯାଇଛନ୍ତି । ନିଶ୍ଚଳ ହୋଇଯାଇଛି ବିରାଟକାୟ ଶରୀର । ଛାତିରେ ଛାତିଏ ଦୁଃଖକୁ ଜାବୁଡ଼ି ଧରି ରଖିଥିବା ରାଇମୋହନ କାହାରିକୁ ଦେଖିଲେ ମୁରୁକି ହସି ଦିଅନ୍ତି । ଆଜି ସମସ୍ତଙ୍କୁ କନ୍ଦାଇ ସେ ଆରପାରିକୁ ଚାଲି ଯାଇଛନ୍ତି । ସେ ସିନା ଚାଲି ଯାଇଛନ୍ତି ହେଲେ ତାଙ୍କ ଆଖିରେ ଆଉ…

[ଦେଖନ୍ତୁ ଭିଡିଓ] ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ଆଉ ନାହାନ୍ତି ରାଇମୋହନ ପରିଡ଼ା । ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କିଭଳି ପରିସ୍ଥିତିରେ କାହିଁକି ରାଇମୋହନ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ । ୯୦ରୁ ଅଧିକ ଓଡ଼ିଆ ସିନେମାରେ ଖଳନାୟକ…

ଲକ୍ ଡାଉନ ଡାଏରୀ: ପୁଅ ସହ ଖେଳକୁଦ ସାଙ୍ଗକୁ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କରୁଛନ୍ତି ଅଭିନେତା ଲିକୁନ୍ ଚୌଧୁରୀ

ଓଡିଆ ଧାରାବାହିକ ଜଗତରେ ସେ ଜଣେ ନାଁ କରା କଳାକାର । ସବୁବେଳେ ସେ ସୁଟିଂରେ ବ୍ୟସ୍ତ । କେତେବେଳେ ସେ ସିନ୍ଦୁରବିନ୍ଦୁ ସିରିଏଲ ହେଉ କି ତାରାତାରିଣୀ କିମ୍ବା ଆଉ କିଛି ମେଗା ଧାରାବାହିକ । ଓଡିଆ ଦର୍ଶକଙ୍କ ବେଶ୍ ଭଲପାଇବା ମିଳିଛି ତାଙ୍କୁ । ତେବେ ଲକ୍ ଡାଉନ ଯୋଗୁଁ ସିରିଏଲର ସୁଟିଂ ବନ୍ଦ…

ବିନା ହେଲମେଟରେ ଗାଡି ଚାଳନା; ତଣ୍ଡ ଗଣିଲେ ଏହି ଓଡିଆ ଅଭିନେତା

ଭୁବନେଶ୍ୱର: ନୂଆ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଗତ ବୁଧବାର ଦିନ ବିନା ହେଲମେଟରେ ଗାଡି ଚଳାଇ ପ୍ରାୟ ୧୦୦୦ଟଙ୍କା ଜୋରିମାନା ଭରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଓରଫ୍ ତନ୍ମୟ ମହାନ୍ତି । ସେ ହେଲମେଟ୍ ନପିନ୍ଧି ଏକୁଟିଆ ବାଇକ୍ ଚଳାଉଥିବା ବେଳେ କଳିଙ୍ଗ ନଗରରେ ଥିବା…