Latest Odisha News

BREAKING NEWS

Browsing Tag

odia cinema

ଅରିନ୍ଦମଙ୍କ ଅଭିନୀତ ସିନେମା “ରାମ୍”ରେ ନଜର ଆସିବେ ବଲିଉଡର ରାହୁଲ୍ ଦେବ୍

ଭୁବନେଶ୍ୱର: ଅନେକ ଦିନର ବ୍ୟବଧାନ ପରେ ଓଡ଼ିଆ ସିନେମା ଜଗତକୁ କମ୍‌ବ୍ୟାକ୍ କରୁଛନ୍ତି ଓଲିଉଡ୍ ସୁପରଷ୍ଟାର ଅରିନ୍ଦମ୍ । ଆଗାମୀ ଦଶହରାରେ ତାଙ୍କୁ ଏକ ଭିନ୍ନ ଚରିତ୍ର ‘ରାମ୍‌’ ଅବତାରରେ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିବା ତାପସ୍…

ମରିବା ପୂର୍ବରୁ ନିଶ୍ଚୟ ଦେଖିବାକୁ ଥିବା ୧୦୦୧ଟି ସିନେମା ତାଲିକାରେ ନଥିବା ଆମର ସିନେମା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ମୁଁ ଜୀବନରେ ଆଜି ଯାଏଁ କେତୋଟି ସିନେମା ଦେଖିଥିବି? ହଜାରେ କି ଦଶ ହଜାର କି ଆହୁରି ଅଧିକ। ମୁଁ ହାଇସ୍କୁଲ ପଢିଲା ବେଳୁ ସିନେମା ଦେଖି ଆସୁଛି ଓ ଗୋଟେ ସମୟରେ ଆମ ପାଇଁ ସିନେମା ଦେଖିବା ସବୁଠୁ ବଡ ବିଳାସର ଅଂଶ ବିଶେଷ ଥିଲା। ସିନେମା ପାଇଁ…

ଓଲିଉଡର ସ୍ନେହୀ ମା…ଦରଦି ଭରା କଥାରେ ଦର୍ଶକଙ୍କ ମନ ମୋହନ୍ତି

ଓଲିଉଡରେ ମାଆମାନଙ୍କ ସ୍ଥାନ ସ୍ୱତନ୍ତ୍ର । ପାରିବାରିକ ଚଳଚ୍ଚିତ୍ରରେ ମାଆଟିଏ ପରିବାରର କେନ୍ଦ୍ର ବିନ୍ଦୁ ହୋଇଥାଏ । ଏକ ମଧ୍ୟବିତ୍ତ ଗରିବ ପରିବାରର ଚିତ୍ରରେ ସେ ପରିବାର ପାଇଁ ସମର୍ପି ଦେଇଥାଏ ନିଜକୁ । ନିଜ ପେଟରୁ କାଟି ପିଲାମାନଙ୍କୁ ଖୁଆଏ, ରକ୍ତକୁ ପାଣି କରି ପିଲାମାନଙ୍କୁ ମଣିଷ କରିଥାଏ…

ଓଡିଶାରେ ବୁଦ୍ଧିଜୀବୀ ସଂସ୍କୃତିରେ ଅବନତି ଘଟିଛିି, ଯାହା ଆମ ସିନେମାରେ ପ୍ରତିଫଳିତ ହୋଇଛି : ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର, ଲେଖକ ଓ ସଂଳାପକାର ବିଜୟ ମିଶ୍ର ରବିବାର ଭୁବନେଶ୍ୱରରେ ଇହଲୀଳା ସମ୍ବରଣ କରିଛନ୍ତି । ଓଡିଆ ସାହିତ୍ୟ ଓ ମନୋରଞ୍ଜନ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଓଡିଶା ସମ୍ବାଦକୁ ସେ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ କଣ କହିଥିଲେ ଆସନ୍ତୁ ଜାଣିବା ।…

ରଜରେ ଆସିବ ବାବୁସାନଙ୍କ ‘ବିଦ୍ୟା ରାଣ’

ଭୁବନେଶ୍ବର: ଓଲିଉଡର ରୋମାନ୍ସ ଓ ଆକ୍ସନ ହିରୋ ବାବୁସାନ ଆଗାମୀ ରଜରେ ନେଇଆସୁଛନ୍ତି ସିନେମା 'ବିଦ୍ୟାରାଣ'। ନିର୍ଦେଶକ ଜ୍ୟୋତି ଦାସ ଙ୍କ ସହ ପ୍ରଥମ ଥର ପାଇଁ ଏହି ସିନେମାରେ ଏକାଠି ହୋଇଛନ୍ତି ବାବୁସାନ । ମିହିର ଦାସ ଓ ବବି ମିଶ୍ର  ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ଏହି ଚଳଚ୍ଚିତ୍ରରେ…

ପରଦାକୁ ଆସିଲା ସତ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଛବିରାଣୀ

ଭୁବନେଶ୍ୱର: ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’। ଓଡ଼ିଶାର ୩୬ଟି ସିନେମା ହଲରେ ଗୁରୁବାର ରିଲିଜ୍ ହୋଇଥିବା ଏହି  ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଆଗଧାଡ଼ିର…