କବିତା : ଡିମିରି ଫୁଲ
ରତ୍ନାକର ରାଉତ
ଜୀଇଁ ରହିବା କ'ଣ ଜୀବନ ?
ନନ୍ଦ ଦାସ ଭାବୁଛି
ସମସ୍ତେ ଦେଖୁଛନ୍ତି ସେ ଜୀଇଁଛି
ଜୀଇଁବା ଅର୍ଥ କଣ ଜୀବନକୁ ବଞ୍ଚିବା?
ସେ ନିଜେ ଜାଣେ
ସେ ମରି ସାରିଛି ଅନେକ ଆଗରୁ
ଯେଉଁଦିନ ସେ ତାର ସ୍ବାଧୀନ ଅଭିବ୍ୟକ୍ତି
ଓ ସ୍ଵାଧୀନ ଚେତା ମନକୁ ବନ୍ଧା ପକେଇ
ପ୍ରତିଦାନରେ…