କବିତା : ସ୍ମୃତି
ବାସନ୍ତୀ ଲତା ଜେନା
ଅତୀତର ସ୍ମୃତି ହୃଦୟର ଭରା
ବନ୍ଦ ଝରକାର ସାଥେ
ଝରକା ଖୋଲିଲେ ଭିଜା ଭିଜା ସ୍ମୃତି
ଦହନ କରୁଛି ମୋତେ ।
କିଛି ସ୍ମୃତି ଓଠେ ହସ ଭରି ଦିଏ
ନୂଆ ସପନ ଆଖିର
ହୃଦୟ ବନରେ କୁସୁମ ଫୁଟଇ
ମିଠା ମିଠା ବାସ୍ନା ତାର ।
କିଛି ତିକ୍ତ ସ୍ମୃତି ପ୍ରାଣକୁ କନ୍ଦାଏ…