ସଭିଏଁ ଜାଣନ୍ତି ଡାକ୍ତରୀ ବିଦ୍ୟା
ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ଆଜ୍ଞା! ଏମିତି ହେବା ଭାରି ସହଜ । ଏଁ..? ଏକଥା ଶୁଣି, ଫେଁ ଫେଁ ହେଇ ହସୁଛନ୍ତି କ’ଣପାଇଁ ? କାହିଁ ମୁଁ କୋଉ ନାକରା କଥା କହିଲି କି.. ମୋ କଥା ପରତେ ଯାଉନାହାନ୍ତି । ଏ କାଗଜରୁ ପଢିନୁହଁ.. ମଗଜରେ ପୂରେଇ ହେଜନ୍ତୁ । ମୁଁ କଣ ଏ କଥା କହୁଛି? କିଏ କେମିତି…