ସ୍ୱଳ୍ପ ଗଳ୍ପ : ମାଇକ୍ , ଏକ ମସ୍ତକହୀନର ବୃତ୍ତାନ୍ତ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୪
ନିହାତି ପରିତାପର କଥା ,ଜଣେ ଯେତେବେଳେ ଆଉ କିଛି ନପାଇ ଇତିହାସରୁ ଗୋଟିଏ କୁକୁଡା ବାହାର କରି ଆଣିବ ଆଉ କହିବ,ବନ୍ଧୁଗଣ ଦେଖନ୍ତୁ,ଏଇ କୁକୁଡାକୁ ଦେଖନ୍ତୁ ଆଉ ତାହାପରେ ସେ ସେହି କୁକୁଡା ବିଷୟରେ ସାତକାହାଣ କରି…