ଗପ : ଧର୍ମ ସଙ୍କଟ
ଅମିତ୍ ଜେନା
ଅକ୍ଟୋବର ମାସର ସନ୍ଧ୍ୟା, ଶୀତ ପଡିଆସିଲାଣି । କାହିଁକି କେଜାଣି ଏକ ଅଜଣା ଡର ନଳିନୀ ଦେବୀ ଙ୍କୁ ଭାରି ଚିନ୍ତାଗ୍ରସ୍ତ କରୁଥାଏ । ଏକମାତ୍ର ପୁଅ ରବି ଦ୍ବିପହରୁ କେଉଁ ବାହାଘର ଭୋଜି ଖାଇବାକୁ କଟକ ଯାଇଛି ଯେ ଏଇଯାଏଁ ଫେରିନି । କୋଡିଏ ବର୍ଷ ତଳେ ସ୍ୱାମୀ ଗାଡି…