Latest Odisha News

BREAKING NEWS

Browsing Tag

Odia Story

ଗଳ୍ପ : ସାମାନ୍ୟ କଥନ

ଅମିୟ ବେଜ୍  ମୁଁ ସବୁବେଳେ ମା' ର ସେଇ ପ୍ରେମିକ କଥା ଭାବେ । ମୋର ଖୁବ୍ ଅଧିକ ଭାବିନେବାର ବୟସଟିଏ ହୋଇନଥିବାରୁ , କେବଳ ଏତିକି ଧାରଣା ତିଆରିପାରେ ଯେ , ଲୋକଟା ନିଶ୍ଚିତ ମାତ୍ରାଧିକ ପେଟୁ' ହୋଇନଥିବ ଓ ଶୋଇଶୋଇ ଅତ୍ୟଧିକ କର୍ଣ୍ଣକଟୁ ଘୁଙ୍ଗୁଡ଼ି ମାରୁନଥିବ । ଏଇ ଦୁଇ ଦୁର୍ଗୁଣ ନଥିବା…

ଗଳ୍ପ : ଦୋ ମୁହାଁ

ଅଭିଜିତ ଦେବର୍ଷି                                                ମିଶ୍ର ବାବୁ ତାଙ୍କ କଲୋନୀ ର ଜଣେ ମାନ୍ୟ ଗଣ୍ୟ ଲୋକ । ସବୁ କାମରେ ତାଙ୍କୁ ଡାକରା ପଡେ। କିଛି ଦିନ ହେବ ଏକ ଆତ୍ମହତ୍ୟା ଖବର ପାଇବା ପରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ଚାପ ଉପରେ କଲୋନୀରେ ଗୋଟେ ଆଲୋଚନା ଶିବିର…

ଗଳ୍ପ : ସରଭେଣ୍ଟ

ଅଭିଜିତ ଦେବର୍ଷି  ଶ୍ୟାମଲେନ୍ଦୁ ମହାପାତ୍ର ଓରଫ ଶ୍ୟାମ ଅଜା ନିଜ ଘର ବାରି , ବଂଶ ଆଭିଜାତ୍ୟ ର ଯେତିକି ପ୍ରଶଂସା ନା କରନ୍ତି ତା' ଠୁ ଅଧିକା ପ୍ରଶଂସା କରନ୍ତି ନିଜ ପୁଅ ସୋମର। କାହିଁକି ବା ନକରିବେ ? ତାଙ୍କ ପୁଅ ସୋମ ଓରଫ ସୋମ୍ୟଜିତ୍ ମହାପାତ୍ର ପଙ୍କରେ ପଦ୍ମ ସଦୃଶ। ଶ୍ୟାମ ଅଜାଙ୍କ…

ଗଳ୍ପ : ଫଗୁଣ ଫେରିଲାଣି

ସୁମିତା ବେହେରା ବାପି କୋଇଲିର କୁହୁରେ ନିଦ ମୋର ଅଚାନକ ଭାଙ୍ଗିଗଲା । ମୋର ଅଗୋଚରରେ ବସନ୍ତ ଆସିଗଲା କି ଆଉ ? ସୁକୁମାରଙ୍କର ଯିବା ପରେ ଫଗୁଣ କେତେବେଳେ ଆସିକି ଚାଲିଯାଏ, ମୁଁ ଜାଣିପାରେ ନାହିଁ । କାନ ଡେରିଲି, ରହି ରହି କୋଇଲିର କରୁଣ ମୂର୍ଚ୍ଛନା ଭାସି ଆସୁଥିଲା। ଅଳସ ଭାଙ୍ଗି ଝରକା…

ଗଳ୍ପ : ବାଳ ଶ୍ରମିକ

ପ୍ରସେନଜିତ୍ ସେଠୀ ରାମ ବାବୁ ବହୁତ୍ ଶିଶୁ ପ୍ରିୟ। ଶିଶୁଟିଏ ଦେଖିଲେ ତାଙ୍କ ମନରେ ଗୋଟେ ଅହେତୁକ ଆପଣାର ପଣ ଜାଗ୍ରତ ହୁଏ। ଶିଶୁଟି ପୁଅ ହେଉ କି ଝିଅ; ଧନୀ ଘରର ହେଉ କି ଗରିବ ଘରର; କାଳିଆ ଭୁସୁଣ୍ଡା ଟାଏ ହେଉ କି ଧୋବ ଫରଫର; ଅତି ବାଳୁଙ୍ଗା ଟାଏ ହେଉ କି ପୁରା ଶାନ୍ତ ଶିଷ୍ଟ ଅବା ପୁରା…

ଗଳ୍ପ : ଚନ୍ଦ୍ରିକା ସିଂ

ସୁମିତା ବେହେରା ଚନ୍ଦ୍ରିକା ସିଂ ଯେଉଁଦିନ ଅଫିସ୍ ଜଏନ କଲା, ଚାପା ଗୁଞ୍ଜରଣଟିଏ ଖେଳିଗଲା ଆମ ଅଫିସ୍ ପରିସରରେ । ଇସ୍ କି ସୁନ୍ଦରୀ ସିଏ ! ଆଖି, ନାକ,ଓଠ.. ଖୁଣିବାକୁ ନାହିଁ କିଛି। ଡ୍ରେସ୍ ସେନ୍ସ୍ .. ଆଉ କହିବାକୁ ନାହିଁ । ଗୋଲାପି ଲିପଷ୍ଟିକ୍ ବୋଳା ସରୁ ଓଠରୁ ଯେତେବେଳେ ହସ ମୁଠାଏ…

ଗଳ୍ପ : ପୁଣି ଥରେ ଗାନ୍ଧୀ

ରବି ପଣ୍ଡା  ସେଦିନ ରାତ୍ରିର ବେଶ୍ ବିଳମ୍ବିତ ପ୍ରହରରେ ସାବରମତୀ ଆଶ୍ରମର ସେଇ ନିର୍ଦ୍ଧିଷ୍ଟ କୋଠରୀର ଦୁଆର ଖଟଖଟହେଲା। ଜୋରରେ ଖୁବ୍ ଜୋରରେ । ପାଖରେ ଘୂମେଇ ପଡିଥିବା ଦରୱାନଟି ହଟାତ୍ ଧଡପଡ ହେଇ ଦୌଡ଼ି ଆସିଲା। ସାମ୍ନରେ ଗୋଟିଏ ବେଶ୍ ଲମ୍ବା ଛାୟା ମୂର୍ତ୍ତି। କିଏ ? କିଏ ତମେ?…

ଗଳ୍ପ : କାଳିଆ ଭରସା

ଆୟୁଷ ବଢ଼ାଇ ନିକିତାର ଆଖିରେ ନିଦ ନାହିଁ । ଜେଜେମାର କଥା ମନେ ମନେ ଭାବୁଥାଏ ଯେ ଠାକୁରଙ୍କର ବିନା ଅନୁମତିରେ ପତ୍ରଟିଏ ମଧ୍ୟ ହଳେ ନାହିଁ । ତେବେ ପୁଣି ବଡଠାକୁରଙ୍କର ଡାକରା ନ ଥିଲେ କିଏ କଣ ଶ୍ରୀକ୍ଷେତ୍ରକୁ ଯାଇପାରିବ। ସବୁ ସେହି ଜଗା କାଳିଆ ଡୋରୀରେ ବନ୍ଧା। ସ୍ବାମୀ ଆରପାରିକୁ…

ଗଳ୍ପ : ପାର୍ସଲ

ଶ୍ୱେତପଦ୍ମା ପାଢୀ ଡେଲିଭରୀ ବୟଟି ପାର୍ସଲ ଧରେଇ ଦେଇ ଚାଲିଗଲା । ପ୍ରାପ୍ତେଷୁ ସ୍ଥାନରେ ବାପାଙ୍କ ନାଁ ଲେଖା ହେଇଛି କିନ୍ତୁ ପ୍ରେରକ ସ୍ଥାନରେ ନାଁ ସହ ସଂଜ୍ଞାଟି ନଥିଲା । ନଥିଲା ବି ପ୍ରେରକର ଠିକଣା । ବାପା ଘରେ ସମସ୍ତଙ୍କୁ ପଚାରିଲେ କାହାର ଅନଲାଇନ୍ କିଛି ଜିନିଷ ଆସିବାର ଥିଲା କି ?…

ଗଳ୍ପ : ଖେଳ

ରବି ପଣ୍ଡା ମେଗା ଧାରାବାହିକଟି ଜନପ୍ରିୟତା ହାସଲ କରୁଥିଲା କ୍ରମଶଃ। ଘଟଣା, ଚରିତ୍ର, ସଂଳାପ ବିଶେଷକରି ନିର୍ଦ୍ଦେଶନା ଓ ଫଟୋଗ୍ରାଫିର ଚମତ୍କାର ବିନ୍ୟାସ ଉତ୍କଣ୍ଠିତ ଦର୍ଶକମାନଙ୍କୁ ଯଥା ସମୟରେ ବାନ୍ଧି ରଖୁଥିଲା ଟିଭି ସାମ୍ନାରେ। ନିର୍ଦ୍ଦେଶକଙ୍କୁ ମିଳୁଥିଲା ଅଭିନନ୍ଦନ, ଅଭିନେତା…