ଆଜି ରାଜ୍ୟରେ ସବୁ ଏସପି ଅଫିସ ଘେରାଉ କରିବ କଂଗ୍ରେସ
ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡ, ରାଜ୍ୟରେ ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ଭଳି ଘଟଣା ବଢୁଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ରାଜ୍ୟର ସବୁ ଏସପିଙ୍କ ଅଫିସ ଘେରାଉ କରିବ । ଏଥିରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ ।
ଭୁବନେଶ୍ୱରରେ ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ…