Latest Odisha News

BREAKING NEWS

Browsing Tag

Odisha Congress

ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ: ୧୦ ଜିଲ୍ଲାରେ ବିଜେପି, ୧୮ ଜିଲ୍ଲାରେ ଖାତା ଖୋଲି ପାରିଲାନି କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ । ୨୦୧୭ରେ ଯେଉଁଠି ପଦ୍ମ ଫୁଟିଥିଲା ଏଥର ସେଠାରେ ଶଙ୍ଖ ନାଦ । ଗତଥର ଅପେକ୍ଷା ବିଜେପି ୨୫୫ ଆସନ ହରାଇଛି । ୨୦୧୭ରେ ବିଜେପି ପ୍ରାର୍ଥୀ ୨୯୭ ଜିଲ୍ଲା ପରିଶଦ ଜୋନରେ ବିଜୟୀ ହୋଇଥିଲେ । ଏଥିର ମାତ୍ର ୫ ପ୍ରତିଶତ ଜିଲ୍ଲା ପରିଷଦ…

ବୃହତ ବିଜୟ ଅଭିମୁଖେ ବିଜେଡି, ଚିତ୍ ମାରିଲେ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ଅଭିମୁଖେ ବିଜେଡି । ବର୍ତ୍ତମାନ ସୁଦ୍ଧା ଗଣତିରୁ ରେକର୍ଡ ଜିଲ୍ଲା ପରିଷଦ ଆସନ ହାତେଇଛି ଦଳ । ମୋଟ୍ ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ବର୍ତ୍ତମାନ ସୁଦ୍ଧା ୭୮୭ଟିରେ ଫଳାଫଳ ପ୍ରକାଶ ପାଇଛି । ସେଥିରୁ ବିଜେଡି ଏକାକୀ ହାତେଇି ୭୦୩ ଜିଲ୍ଲା ପରିଷଦ…

ପରଲୋକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି  ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ।  ୪୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ହାଇଦ୍ରାବାଦରେ ଚିକିତ୍ସାଧୀନ…

ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଦର ବୃଦ୍ଧି ନେଇ ୭ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଭୁବନେଶ୍ୱର: ବର୍ଦ୍ଧିତ ତୈଳ ଦର ଗ୍ରାହକଙ୍କ ବାଧୁଛି । ଶହେ ଟଙ୍କା ପାର କଲାଣି ପେଟ୍ରୋଲ ଦାମ୍ । ଅନ୍ୟାନ୍ୟ ସାମଗ୍ରୀ ଦମ ହୁ ହୁ ହୋଇ ବଢୁଛି । ପ୍ରତିବାଦରେ ଆସନ୍ତା ୭ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ୧୭ ତାରିଖ ଯାଏ ପ୍ରତିବାଦ କାର୍ୟ୍ୟକ୍ରମ ଚାଲିବ । ଏନେଇ ଏକ…

ପିପିଲିରେ ହେଭିଓ୍ୱେଟ୍ କ୍ୟାମ୍ପେନ୍: ଆଜି ନବୀନ, କାଲିଠୁ ଧର୍ମେନ୍ଦ୍ରଙ୍କ ପ୍ରଚାର

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୬ ଦିନ । ତିନି ଦିନ ପରେ ପ୍ରଚାର ଥମିଯିବ । ସମୟ କମ୍ । ନେତା ଓ କର୍ମୀଙ୍କୁ ନାହିଁ ଫୁରସତ । ଆଜିଠୁ ହେଭିଓ୍ୱେଟ୍ କ୍ୟାମ୍ପେନ୍ । ବିଜେଡି ପ୍ରଚାର ମୈଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ବିଜେଡି ପ୍ରାର୍ଥୀ ରୁଦ୍ର…

ଏକାମ୍ର କ୍ଷେତ୍ର ପାଇଁ NMAର ବାଇ-ଲ’ ପ୍ରତ୍ୟାହାର ନେଇ କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏର ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ଦାବି ତେଜିବାରେ ଲାଗିଛି । ଆଜି ଦସ୍ତଖତ ଅଭିଯାନ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଲିଙ୍ଗରାଜ ମନ୍ଦିର ଆଗରୁ ଅଭିଯାନର ଶୁଭାରମ୍ଭ କରିଛି ଦଳ । ଏହି ଅଭିଯାନର ଶୁଭାରମ୍ଭ…

ତୈଳ ଦର ବୃଦ୍ଧିର ପ୍ରତିବାଦ, ୧୫ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା କଂଗ୍ରେସ ଦେଇଛି ବନ୍ଦ ଡାକରା । ଆସନ୍ତା ୧୫ ତାରିଖରେ ରାଜ୍ୟରେ ବନ୍ଦ ପାଳନ କରିବ କଂଗ୍ରେସ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୧୫ ତାରିଖ ସକାଳ ୭ଟାରୁ ଦିନ ୧ଟା ଯାଏ ଓଡ଼ିଶା ବନ୍ଦ ପାଳନ କରିବ କଂଗ୍ରେସ ।…

ମାର୍ଚ୍ଚରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି !

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସ କରିବ ବିଶାଳ ସମାବେଶ । ଏଥିରେ ସାମିଲ ହେବେ ରାହୁଲ ଗାନ୍ଧି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସମାବେଶ ହେବ । ଏନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସର ୨ଟି ସାଙ୍ଗଠନିକ ଜିଲ୍ଲା ବୃଦ୍ଧି…

ଆଜି ରାଜ୍ୟରେ ସବୁ ଏସପି ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡ, ରାଜ୍ୟରେ ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ଭଳି ଘଟଣା ବଢୁଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ରାଜ୍ୟର ସବୁ ଏସପିଙ୍କ ଅଫିସ ଘେରାଉ କରିବ । ଏଥିରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ । ଭୁବନେଶ୍ୱରରେ ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ…

କୃଷକଙ୍କ ଭାରତ ବନ୍ଦ ଡକରାକୁ ରାଜ୍ୟ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡକରା ଦେଇଛି । ଏହାକୁ ସମର୍ଥନ କରିବ ଓଡ଼ିଶା କଂଗ୍ରେସ । ଏନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କଂଗ୍ରେସ ଦଳ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଛି । ଚାଷୀମାନେ ଆମର…