Latest Odisha News

BREAKING NEWS

Browsing Tag

Odisha Corona

ରାଜ୍ୟର ୬ ଜିଲ୍ଲାରେ ୬୦% କରୋନା ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ଛୁଇଁବ କରୋନା ପଜିଟିଭ୍ କେସ୍ । ସୁସ୍ଥ ହୋଇଛନ୍ତି ୪ ହଜାର ୭୪୩ । ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟର ୬୯ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ହଜାର ୮୬ ଭୂତାଣୁ ସଂକ୍ରମିତ । କିନ୍ତୁ…

କରୋନା କେସ୍: ଚିନ୍ତା ବଢ଼ାଉଛି ଗଜପତି ଜିଲ୍ଲା

ଗଜପତି: ଜିଲ୍ଲାରେ ବଢ଼ି ଚାଲିଛି କରୋନା କେସ୍ । ୩୮୪ ଜଣ ପଜିଟିଭ୍ ବାହାରେଲେଣି । କେବଳ ଗତ ୮ ଦିନ ଭିତରେ ଚିହ୍ନଟ ହୋଇଛନ୍ତି ୨୨୧ ନୂଆ ଆକ୍ରାନ୍ତ । ୧୮ ତାରିଖରେ ୨୮ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ୨୦ ତାରିଖରେ ୪୭ଜଣ, ୨୨ ତାରିଖରେ ୪୧, ୨୩ ତାରିଖରେ ୭୬ ଓ ୨୪ ତାରିଖରେ ୨୯ଜଣ ନୂଆ…

ଝାରସୁଗୁଡ଼ାରେ ଜଣେ ସଂକ୍ରମିତ ବାଣ୍ଟିଲେ ୧୭ଜଣଙ୍କୁ କରୋନା

ଝାରସୁଗୁଡ଼ା: ଜନ୍ମଦିନ ଓ ବିବାହ ବାର୍ଷିକୀ ପାର୍ଟିରେ ସାମିଲ ଝାରସୁଗୁଡ଼ା ଜିଲ୍ଲାର ଜଣେ ଭୂତାଣୁ ସଂକ୍ରମିତ ୧୭ ଜଣଙ୍କୁ ବାଣ୍ଟିଛନ୍ତି କରୋନା । ଗତକାଲି ଜିଲ୍ଲାରୁ ୨୫ ପଜିଟଭ କେସ ବାହାରିଥିଲା । ଏମାନଙ୍କ ଭିତରୁ ୧୭ ଜଣ ଥିଲେ କେବଳ ତିନିଟି ପରିବାରର ସଦସ୍ୟ । ଝାରସୁଗୁଡ଼ା ଜିଲ୍ଲାପାଳ…

ସାତ ଦିନରେ ଗଞ୍ଜାମ ଜିଲ୍ଲାରୁ ୨୦୦ ପଜିଟିଭ୍

ଗଞ୍ଜାମ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯ଶହ । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି ୮୯୧ ଜଣ । ଗତ ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ନୂଆ ୨୦୧ ପଜିଟିଭ୍ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୧୫ ତାରିଖରେ ୮ ପଜିଟିଭ୍ ବାହାରିଥିବା ବେଳେ…