Latest Odisha News

BREAKING NEWS

Browsing Tag

Odisha Covid Cases

ଆଜି ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ । ଯାଜପୁରରୁ ସର୍ବାଧିକ ୪ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ ଲେଖାଏ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୟୁରଭଞ୍ଜରୁ ଆଉ ୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ନବରଙ୍ଗପୁର, କେନ୍ଦୁଝର,…

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୧୦୪ ପିଲା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆଜି ହଜାରେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୧୦୪ ଜଣ ସଂକ୍ରମିତ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫୦୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୧ । ୨୪ ଘଣ୍ଟାରେ…

କମୁଛି ରେଡ୍, ବଢୁଛି ଗ୍ରୀନ୍ ଜୋନ୍: କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶା ରଙ୍ଗ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । ଖସୁଛି ପଜିଟିଭ୍ ହାର । ଆକ୍ଟିଭ କେସ୍ ବି କମ୍ରାଗତ ହ୍ରାସ ପାଉଛି । କରୋନା କାୟା କାବୁ ପାଉଥିବା ବେଳେ କରୋନା ମାନଚିତ୍ରରେ ରଙ୍ଗ ବଦଳାଉଛି ଓଡ଼ିଶା । କମୁଛି ରେଡ୍ ଜୋନ୍ । ବଢୁଛି ଗ୍ରୀନ୍ ଜୋନ୍ ଜିଲ୍ଲା । ଆଜି ରାଜ୍ୟରେ ୧୨ ଜିଲ୍ଲା…

ଗମ୍ଭୀର ହେଲାଣି ସ୍ଥିତି: କୋଭିଡ୍ ରେଡ୍ ଜୋନରେ ଓଡ଼ିଶାର ୧୦ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ପାଞ୍ଚ ହଜାର ମୁହାଁ ହେଲାଣି । ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ଓଡ଼ିଶା ପାଇଁ ଟେନସନ୍ । ମୁକାବିଲା ପାଇଁ ସରକାର ସହରାଞ୍ଚଳରେ ସଟଡାଉନ୍ ଓ ନାଇଟକର୍ଫ୍ୟୁ ଜାରି କରିଛନ୍ତି । ତଥାପି କରୋନା ମାଡୁଛି । ରେଡ୍ ଜୋନରେ ଅଛି…