Latest Odisha News

BREAKING NEWS

Browsing Tag

Odisha Covid19

ଓଡ଼ିଶା ଲକଡାଉନ୍: ଆଜିଠୁ ୧୪ ଦିନ ଗାଁଠୁ ସହର ଶୂନଶାନ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବାକୁ ଆଜିଠୁ ଓଡ଼ିଶାରେ ଲକଡାଉନ୍ । ଆସନ୍ତା ୧୯ ତାରିଖ ଯାଏ ବଳବତ୍ତର ରହିବ । ଗାଁଠୁ ସହର ଶୂନଶାନ । ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ନହେଲେ ଘରୁ ଗୋଡ଼ କାଢ଼ିବା ମନା । ରାସ୍ତାଘାଟ ଶୂନଶାନ । କୋଳାଙଳର ସହର ଶୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ…

ଓଡ଼ିଶା ପାଇଁ ୧୦ ଜିଲ୍ଲା ଟେନସନ୍: ଦିନକରେ ବାହାରିଛନ୍ତି ୭୨% କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଚାରି ହଜାର ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନି ୩ହଜାର ଉପରେ ରହୁଛି ପଜିଟିଭ୍ କେସ୍ । ଦୈନିକ ସଂକ୍ରମଣରେ ୧୦ଟି ଜିଲ୍ଲା ରାଜ୍ୟର ଚିନ୍ତା ବଢ଼ାଇଛି । ଆଜି ଏହି ୧୦ ଜିଲ୍ଲାରୁ ବାହାରିଛନ୍ତି କେବଳ ୬୭ ପ୍ରତିଶତ ନୂଆ ଆକ୍ରାନ୍ତ । ଛତିଶଗଡ଼ରେ କରୋନା…

ଓଡ଼ିଶାରେ କରୋନାକୁ ବର୍ଷେ: ଆଜିର ଦିନରେ ଚିହ୍ନଟ ହୋଇଥିଲେ ପ୍ରଥମ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ରାଜ୍ୟରୁ ବାହାରିଥିଲା ପ୍ରଥମ ପଜଟିଭ୍ । ଇଟାଲୀ ଫେରନ୍ତା ଯୁବକ ସଂକ୍ରମିତ ହୋଇଥିଲେ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଶ୍ରୀଚନ୍ଦନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୮୭କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ପୁଣି ଯାଇଛି ୧୦ ଜୀବନ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଦୁଇ ଜଣ ଭୁବନେଶ୍ୱରରୁ ଅଛନ୍ତି ।…