Latest Odisha News
Browsing Tag

Odisha Mercury Level Drops

ବାହୁଡ଼ିଲା ଶୀତ: ୧୧ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬ ଡିଗ୍ରୀ ତଳକୁ ଖସିଛି ସର୍ବନିମ୍ନ ତାପମାତ୍ରା । ୫.୮ ଡିଗ୍ରୀ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ଫୁଲବାଣୀ । ସେହିପରି…

ହାଡ଼ଭଙ୍ଗା ଜାଡ଼: ଫୁଲବାଣୀରେ ୫.୫ ଡିଗ୍ରୀକୁ ଖସିଲା ପାରଦ, ୯ଟି ସହରରେ ତାପମାତ୍ରା ୧୦ଡିଗ୍ରୀରୁ କମ୍

ଭୁବନେଶ୍ୱର: ଖସୁଛି ପାରଦ । ଥରୁଛି ସାରା ଓଡ଼ିଶା । ଫୁଲବାଣୀରୁ ଅନୁଗୁଳ, କୋରାପୁଟରୁ ବାରିପଦା । ଦକ୍ଷିଣରୁ ଉପକୂଳ, ପୁଣି ପଶ୍ଚିମରୁ ଉତ୍ତର ଓଡ଼ିଶା । ସବୁଠି ଏବେ ଶୀତର ରାଜ । ସାରା ରାଜ୍ୟରେ ପ୍ରବଳ ଥଣ୍ଡା । ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଶୀତଳ ସହର ପାଲଟିଛି । ୧୦ ଡିଗ୍ରୀ…

ସୋନପୁରରେ ହାଡ଼ଭଙ୍ଗା ଶୀତ, ୮ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ସୋନପୁରରେ ହାଡ଼ଭଙ୍ଗା ଶୀତ । ଜାଡ ଥରାଉଛି । ୮ଡିଗ୍ରୀ ସେଲସିୟସ ତଳକୁ ଖସିଛି ସୋନପୁରରେ ପାରଦ । ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସକୁ ଖସିଛି । ସୋନପୁର ସମେତ ଚାରିଟି ସହର ଫୁଲବାଣୀ…

ସୋନପୁର ସବୁଠୁ ଥଣ୍ଡା ସହର, ୧୦ଟି ସହରରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା

ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା…