Latest Odisha News

BREAKING NEWS

Browsing Tag

Odisha Municipal Election

ଯାଜପୁର ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଯାଜପୁର/ବୌଦ୍ଧ: ପୌର ନିର୍ବାଚନରେ ଆଜି ଆସିବ ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ପ୍ରାରମ୍ଭିକ ଗଣତିରେ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବଜେଡି । ଏଠାର ଅଧ୍ୟକ୍ଷ ପଦ…

କାଉନସିଲର ଓ କର୍ପୋରେଟର ଆସନରେ ବହୁ ଆଗରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ସାମନାକୁ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୩୫୪ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ୬୧ ଆସନରେ ଆଗରେ…

ପିପିଲିରେ ନିର୍ବାଚନୀ ହିଂସା : କଂଗ୍ରେସ କ୍ୟାମ୍ପ ଅଫିସକୁ ଜାଳିଦେଲେ ଦୁର୍ବୃତ୍ତ

ପୁରୀ:  ପୌର ନିର୍ବାଚନ ପାଇଁ ପ୍ରଚାର ସମୟ ଶେଷ ହୋଇଆସୁଥିବା ବେଳେ ତୀବ୍ର ହେବାରେ ଲାଗିଛି ରାଜନୈତିକ ହିଂସା । ଗୋଟିଏ ଗୋଷ୍ଠୀ ଆଉଗୋଟିଏ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି ।। ପିପିଲିରେ ଏ ହେଉଛି ରାଜନୈତିକ ହିଂସାର ଆଉ ଏକ ଦୃଶ୍ୟ । ଏନଏସିର ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ…

ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା

ଭୁବନେଶ୍ୱର: ପଞ୍ଚାୟତ ପରେ ପୌର ନିର୍ବାଚନ ନେଇ ସଜବାଜ ଆରମ୍ଭ ହେଲାଣି । ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଚଳିତ ମାସ ଶେଷ ସୁଦ୍ଧା ସରିବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ଶେଷ ହେବ । ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ…