Latest Odisha News

BREAKING NEWS

Browsing Tag

Odisha Tourism

ବଜେଟ ୨୦୨୪; ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମିଳିବ ସହାୟତା

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ୧୧.୧୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ 'ପୂର୍ବୋଦୟ' ସ୍କିମ। ପୂର୍ବାଞ୍ଚଳର…

ଜଳ ଭଣ୍ଡାର ହେବ ପର୍ଯ୍ୟଟନସ୍ଥଳୀ, ରାଜ୍ୟ ସରକାର କରିବେ ନିଜ ପାଣ୍ଠିରୁ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟରେ ଥିବା ଜଳ ଭଣ୍ଡାର ଗୁଡ଼ିକ ନିକଟର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯିବ । ଆସନ୍ତା ବର୍ଷରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ଯୋଜନା କାର୍ଯ୍ୟକାରୀ ହେବ । ଆସନ୍ତା ବର୍ଷଠୁ ତିନି ବର୍ଷ ଯାଏଁ ଏହି ଉନ୍ନତୀକରଣ କାମ ହେବ । ଜଳଭଣ୍ଡାର ନିକଟ ଅଞ୍ଚଳ ଆଂଶିକ…

ପ୍ରକୃତିରୁ ସମୃଦ୍ଧ ଅର୍ଥନୀତି; ଖୋଲିବ ଏକାଧିକ ଇକୋ କଟେଜ

ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ବାଲିପୁଟ ଭୁବନେଶ୍ଵର: ପର୍ଯ୍ୟଟନରେ ରହିଛି ପ୍ରଚୁର ସମ୍ଭାବନା। ପର୍ଯ୍ୟଟକ ଆସିବେ, ରାଜ୍ୟର ଅର୍ଥନୀତି ସମୃଦ୍ଧ ହେବ ଏବଂ ଅଣୁସ୍ତରରେ ନିଯୁକ୍ତି ବଢ଼ିବ। ସେଥିପାଇଁ ରାଜ୍ୟ ସରକାର ବେଶ କିଛି ବର୍ଷ ହେଲା ପର୍ଯ୍ୟଟନ ଶିଳ୍ପରେ ସିଧାସଳଖ ପ୍ରବେଶ…

ଅବହେଳିତ ଅବସ୍ଥାରେ ସନ୍ଥକବିଙ୍କ ସ୍ମୃତିପୀଠ

ରେଢ଼ାଖୋଲ : ସନ୍ଥକବି ଭୀମ ଭୋଇ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ ତଥା ପ୍ରେମ ,ଶାନ୍ତି ,ମୈତ୍ରୀ ଓ ସଂହତିର ଅପ୍ରତିଦ୍ୱନ୍ଦୀ ପ୍ରଚାରକ। ତାଙ୍କ ଲେଖନୀରୁ ସର୍ବଦା ବିଶ୍ୱ ପ୍ରେମର ବାର୍ତ୍ତା ହିଁ ଝରୁଥିଲା। ରେଢ଼ାଖୋଲରୁ ୧୭ କିଲୋମିଟର ଦୂରରେ କବିଙ୍କ ଜନ୍ମସ୍ଥାନ 'କନ୍ଧରା' ଅବସ୍ଥିତ।…

 ନଅ ମାସ ପରେ ଖୋଲିବ ନୃସିଂହନାଥ ମନ୍ଦିର

ପାଇକମାଲ: ଚଳିତ ମାସ ୬ ତାରିଖରୁ ନୃସିଂହନାଥ ମନ୍ଦିର ଖୋଲିବ । ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନୃସିଂହନାଥ ମନ୍ଦିର ଦୀର୍ଘ ନଅ ମାସ ହେଲା ବନ୍ଦ ରହିବା ପରେ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ପ୍ରଥମେ ସାତଦିନ ବରଗଡ଼ ଜିଲ୍ଲାର ଲୋକଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏଥିପାଇଁ କୋଭିଡ…

ରାଜ୍ୟରେ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ୪୦ଟି ଇକୋଟୁରିଜିମ୍ ସ୍ଥଳ

ଭୁବନେଶ୍ୱର : କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନକୁ ପ୍ରଭାବିତ କରିଛି । ତେଣୁ ମହାମାରୀ ପରେ ସମୁଦ୍ରକୂଳ ରିସର୍ଟ, ଆଦିବାସୀ ଅଞ୍ଚଳ, ପାହାଡିଆ ସ୍ଥାନ, ଜଙ୍ଗଲ ଓ ପ୍ରକୃତି ଶିବିରରେ ଥିବା ୪୦ ଟି ଇକୋଟୁରିଜିମ୍ ସ୍ଥଳକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ ଯୋଜନା ରହିଥିବା କହିଛନ୍ତି ରାଜ୍ୟ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…