Latest Odisha News

BREAKING NEWS

Browsing Tag

odisha

ଓଡ଼ିଶାରୁ ଫେରିଲା ମୌସୁମୀ

ଭୁବନେଶ୍ୱର: ସାରା ଓଡ଼ିଶାରୁ ବିଦାୟ ନେଲା ମୌସୁମୀ । ସାରା ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶା ସମେତ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା ମିଳିଛି । ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨…

ଅଧା ଓଡ଼ିଶା ଛାଡିଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛାଡୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ଆସନ୍ତା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ମୌସୁମୀ ବାୟୁ ଫେରିଯିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାୟ ଅଧା ଓଡିଶାରୁ ମୌସୁମୀ ଫେରିଯାଇଛି । ୮ଟି ଜିଲ୍ଲା…

ଓଡିଶାରେ ଆଉ ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୨ ଲକ୍ଷ ୮୨ହଜାର ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୪୮୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ରାଜ୍ୟରେ ଆଉ ୧୮ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧,୨୧୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୮ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୨୧୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ,…

ପ୍ରକାଶ ପାଇଲା ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ମୋଟ୍ ୭୦.୯୪% ପାସ୍

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । ଏଥର ମୋଟ୍ (୧୫,୨୪୪) ପାସ୍ ହାର ୭୦.୯୪ ପ୍ରତିଶତ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଚଳିତ ଥର ଏ ଗ୍ରେଡ ରେ କେହି ପାସ୍…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, କଟକ (କଟକ…

୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନାନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆଖପାଖ ଅଞ୍ଚଳରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ଏହି ଲଘୁଚାପ । ଯାହାର ପ୍ରଭାବରେ ଆଗାମୀ ୨୪…

କରୋନା ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର !

ଭୁବନେଶ୍ୱର: କୋଭିଡ ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର। ଏନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ର ​​ଏକ ସର୍ଭେ ରିପୋର୍ଟରେ କୁହାଯାଇଛି। ସର୍ଭେ ଅନୁଯାୟୀ, ଅଗଷ୍ଟରେ ରାଜ୍ୟରେ ବେକାରୀ ହାର ୧.୪% ଥିଲା, ସେପ୍ଟେମ୍ବରରେ ଏହି ହାର ୨.୧% ଛୁଇଁଛି।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୩୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୪୯,୫୭୫ ଛୁଇଁଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଖୁବଶୀଘ୍ର ସବୁ ପଂଚାୟତକୁ ପହଂଚିବ ବ୍ରୋଡବ୍ୟାଣ୍ଡ !

ଭୁବନେଶ୍ଵର: ହାତଗଣତି ରାଜ୍ୟ ଭାବେ ଏକଦା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଚାରିଟି ଆଇଟି କମ୍ପାନୀ ଆସିଥିଲେ ହେଁ ସେତେବେଳେ ଆଇଟି କ୍ଷେତ୍ର ଭାବେ ଆମ ରାଜ୍ୟର ଭିତ୍ତିଭୂମି ଓ ପରିବେଶ ନ ଥିବାରୁ ଆମେ କିଛିଟା କ୍ଷେତ୍ରରେ ପଛୁଆ ରହିଗଲୁ । ଏବେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରକୁ ବେଶ୍ ପ୍ରାଧାନ୍ୟ…