ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ
ଭୁବନେଶ୍ୱର: ରାଜ୍ୟ ବିଜେପିି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ ହୋଇଛନ୍ତି । କୁରାଙ୍ଗ ଶାସନର ପୂର୍ବତନ ସରପଂଚ ଦିଲୀପ କୁମାର ପାତ୍ର, ବିଚିତ୍ରାନନ୍ଦ ପ୍ରଧାନ, ଅଶୋକ…