ଲକ୍ଡାଉନ ବେଳେ ରାଜଧାନୀରେ ଜରୁରୀକାଳୀନ ସେବା ଯୋଗାଇବ ୧୦୦ଟି ଓଲା ଗାଡି
ଭୁବନେଶ୍ୱର : ଲକ୍ ଡାଉନ ବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ଉପରେ ରୋକ ଲଗାଯାଇଛି । କିନ୍ତୁ ବହୁ ସମୟରେ ଲୋକେ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନା ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ୧୦୦ଟି ଓଲା କାର ଚଳାଚଳ ପାଇଁ ଅନୁମତି ଦେଇଛି…