Latest Odisha News

BREAKING NEWS

Browsing Tag

OdishaSambad

‘World’s laziest man’ ବିଶ୍ୱର ସବୁଠାରୁ ଅଳସୁଆ ବ୍ୟକ୍ତି: ପ୍ରତିଯୋଗିତା ଜିତିବା ପାଇଁ ଶୋଇଲେ…

ନୂଆଦିଲ୍ଲୀ :  ଚୀନର ଆଭ୍ୟନ୍ତରୀଣ ମଙ୍ଗୋଲିଆର ବାଓତୋଉରେ ଏକ ଅନନ୍ୟ ଏବଂ ମଜାଦାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାକୁ 'ଲାଇ-ଫ୍ଲାଟ୍ ପ୍ରତିଯୋଗିତା' କୁହାଯାଏ । ଏକ ବଡ଼ ସପିଂ ସେଣ୍ଟରରେ ଗଦିରେ ଶୋଇ ଶହ ଶହ ଅଂଶଗ୍ରହଣକାରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଅନେକ…

Gen-Z protests erupt in Nepal ପୁଣି ଅଶାନ୍ତ ହେଲା ନେପାଳ, ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ:  ଭାରତ ସୀମାନ୍ତ ନେପାଳର ବାରା ଜିଲାରେ ଜେନ-ଜେଡ ଯୁବକ ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଦଳ ସିପିଏନ-ୟୁଏମଏଲର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ପ୍ରଶାସନ ଏହି ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲା। ବାରା…

Israeli attacks on Gaza ଗାଜାରେ ପୁଣି ରକ୍ତପାତ! ଇସ୍ରାଏଲର ଆକ୍ରମଣରେ ୨୮ ପାଲେଷ୍ଟାଇନୀ ମୃତ

ନୂଆଦିଲ୍ଲୀ:  ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ତୀବ୍ର ଭାବରେ ବୃଦ୍ଧି ପାଉଛି। ବୁଧବାର ଗାଜାରେ ଇସ୍ରାଏଲୀୟ ବିମାନ ଆକ୍ରମଣରେ ଅତି କମରେ ୨୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ବିଷୟରେ ଅନ୍ତର୍ଜାତୀୟ ଚିନ୍ତା ବୃଦ୍ଧି ପାଉଥିବା…

Edo wedding traditions ଅଜବ ବାହାଘର…ଏଠାରେ ସ୍ବାମୀଙ୍କ ସହ ନୁହେଁ, କନ୍ୟା ଶ୍ବଶୁରଙ୍କ ସହ ନିଅନ୍ତି ବଚନ

ନୂଆଦିଲ୍ଲୀ:  ସାରା ବିଶ୍ୱରେ ବିବାହ ବିଭିନ୍ନ ରଙ୍ଗରେ ପାଳିତ ହୁଏ।  ସବୁ ଧର୍ମରେ ସବୁ ଦେଶରେ ଏହାର ରୀତିନୀତି  ଭିନ୍ନ ହୋଇଥାଏ । କେତେକ ସମୟରେ କିଛି ବିବାହର ପରମ୍ପରାରେ ଏପରି  କିଛି ରୀତିନୀତି ସାମିଲ ଥାଏ ଯାହାକୁ ଶୁଣି ହିଁ ଆଶ୍ଚର୍ଯ୍ୟ ଲୋଗେ ।  ଭାରତରେ ହିନ୍ଦୁ ବିବାହରେ, କନ୍ୟାଦାନ…

ଅଗ୍ନୀପଥ ପ୍ରତ୍ୟାହାର ଦାଵିରେ ଏଆଇଏସ୍ଏଫ୍ ପକ୍ଷରୁ ଵିକ୍ଷୋଭ

ଭୁଵନେଶ୍ଵର: ସେନାରେ ୪ଵର୍ଷିଆ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିଵା ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଅଖିଳ ଭାରତ ଛାତ୍ର ସଂଘ ,ଏଆଇଏସ୍ଏଫ୍ ପକ୍ଷରୁ ଓଡିଶା ଵିଧାନ ସଭା ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି।୨୦୧୯ ପରଠାରୁ ସେନାରେ…

ବାରବାଟି ଲଢ଼େଇ : ଜିତିବୁ କହିଲେ ଭୁବନେଶ୍ବର

ଭୁବନେଶ୍ବର:  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି  ସଂଧ୍ୟା 7ଟାରେ ବାରବାଟିରେ ଖେଳାଯିବ । ଏଥିପାଇଁ ବାରବାଟିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସାରା ରାଜ୍ୟରୁ କ୍ରିକେଟ ପ୍ରଶଂସକମାନେ ଏକତ୍ରିତ ହୋଇଛନ୍ତି ।…

ବାଦାମ ଚାଷୀଙ୍କୁ ଲୁଟିଲେ ଦଲାଲ: ଚାଷୀ ଫସଲ ବିକିଲେ ମିଳିପାରୁନି ଟଙ୍କା

ମାଲକାନଗିରି: ବାଦାମ ଚାଷୀଙ୍କୁ ଠକିଦେଲେ ଦଲାଲ । ବାଦାମ କିଣିନେଲେ କିନ୍ତୁ ଟଙ୍କା ଦେଲେନି । ଗରିବ ଚାଷୀ ବାରମ୍ବାର କହିବା ପରେ ଟଙ୍କା ନପାଇବାରୁ ଏବେ କଣ କରିବେ ମୁଣ୍ଡରେ ହାତ ମାରି ବସିଛନ୍ତି । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ ଭି 31 ଓ 32 ନମ୍ବର ଗ୍ରାମରୁ ଏଭଳି ଅଭିଯୋଗ…